Masthead

ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ପରିବାର

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଝାଟିମାଟି ଘରେ ଦିବ୍ୟାଙ୍ଗ ପରିବାର । ସହାୟତା ପାଇଁ ପ୍ରଶାସନକୁ ଆକୁଳ ନିବେଦନ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଭିତରଅନ୍ଧାରି ପଞ୍ଚାୟତ ହରିଜନପଡା ଯାମୁକଣା ଗ୍ରାମରେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗ୍ରାମରେ ଦିଲୀପ ମଲିକ ଏବଂ ତାଙ୍କ ଭାଇ ପ୍ରଦୀପ ମଲିକଙ୍କ ଘର ।

ଦିଲ୍ଲୀପ ମଲିକଙ୍କ ତିନୋଟି ପିଲା ଦିବ୍ୟାଙ୍ଗ ହୋଇଥିବା ସମୟରେ ତାଙ୍କ ଭାଇ ପ୍ରଦୀପ ମଲିକଙ୍କ ୧୫ ବର୍ଷର ଝିଅ ମଧ୍ୟ ଦିବ୍ୟାଙ୍ଗ । ଦିଲୀପ ମଲିକ ଏବଂ ପ୍ରଦୀପ ମଲିକଙ୍କ କହିବା ଅନୁଯାୟୀ, ଜନ୍ମ ବେଳୁ ପାଞ୍ଚ ଛଅ ମାସ ପରେ ହାଡ ବଙ୍କା ହେବାକୁ ଲାଗିଲା ଏବଂ ବାତ ମାରିଲା । ପରେ ତାଙ୍କୁ କଟକ ଶିଶୁ ଭବନକୁ ନେବା ପରେ ରୋଗ ଭଲ ହେବା ବଦଳରେ ରୋଗ ବେଶୀ ବଢିବାରେ ଲାଗିଲା । ଏଣୁ ଏହି ଦିବ୍ୟାଙ୍ଗ ପରିବାରକୁ ସହଯୋଗ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ