Masthead

ଟନେଲରେ ଫସିଥିବା ଶ୍ରମିକଙ୍କ ସହ ଫୋନରେ କଥା ହେଲେ ପରିବାର ଲୋକେ

ବାରିପଦା (ବଡ଼ ଖବର ବ୍ୟୁରୋ):ଉତ୍ତରକାଶି ଟନେଲରେ ଫସିଥିବା ବେଢ଼ାକୁଦର୍ ଗ୍ରାମର ଧୀରେନ ନାଏକଙ୍କ ସହ ଫୋନ ରେକଥା ହେଲେ ତାଙ୍କ ପରିବାର ଲୋକ। ଗତ ୧୪ ଦିନ ଧରି ଟନେଲରେ ଫସିରହିଥିବା ଧୀରେନ ନାଏକ ଙ୍କ ସହ ତାଙ୍କ ସ୍ତ୍ରୀ କଥା ହୋଇଛନ୍ତି ।

ଭିତରେ ଫସିଥିବା ସମସ୍ତେ ଶ୍ରମିକ ଭଲରେ ଅଛନ୍ତି ଏବଂ ଆହୁରି ୩ରୁ ୪ ଦିନ ଟନେଲ ଭିତରୁ ବାହାରିବାକୁ ସମୟ ଲାଗିପାରେ ବୋଲି ଧୀରେନ ତାଙ୍କ ସ୍ତ୍ରୀ ଫୁଲସରି ନାଏକଙ୍କୁ କହିଛନ୍ତି ।। ଧୀରେନ ନାଏକ ପରିବାର ଲୋକଙ୍କୁ ଚିନ୍ତା ନ କରିବା ପାଇଁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା