Masthead

ଟିକେଟ ନପାଇ ନିରାଶ ଜ୍ୟୋତି ପ୍ରକାଶ

ସିମୁଳିଆ (ବଡ଼ ଖବର ବ୍ୟୁରୋ): ଗତକାଲି ୯ ଆସନ ପାଇଁ କରିଛି ପ୍ରାର୍ଥୀ ଷଘାଷଣା । ସିମୁଳିଆ ଆସନରେ ସୁଵାସିନୀଙ୍କୁ ପ୍ରାର୍ଥୀକରିଛି ଦଳ । ଯାହାକୁ ନେଇ ଟେନସନରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଜ୍ୟୋତିଙ୍କ ମନରେ କୁହୁଳୁଛି ଅସେନ୍ତାଷ । ଦଳର ପ୍ରାର୍ଥୀ ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିଧାୟକ ଜ୍ୟୋତି ପ୍ରକାଶ । ଯାହାକୁ ନେଇ ଦଳ ଛାଡ଼ି ପାରନ୍ତି ଜ୍ୟୋତି ପାଣିଗ୍ରାହୀ ବୋଲି ଚର୍ଚ୍ଚା ହେଉଛି ।

ଟିକେଟ ନପାଇ ନିରାଶ ହୋଇ ନବୀନ ନିବାସରୁ ଫେରିବା ପରେ ମାଆଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଥିଲେ ପୁଅ ଜ୍ୟୋତି ପ୍ରକାଶ । ଆଜି ସିମୁଳିଆ ନିଜ ବାସଭବନରେ କର୍ମୀ ଓ ସମର୍ଥକଙ୍କୁ ଡାକି ଚଳାଇଛନ୍ତି ଗୁପ୍ତ ବୈଠକ । ବହୁ ସମର୍ଥକ ଓ ତୁଙ୍ଗ ନେତାମାନଙ୍କ ସହ ଚାଲିଛି ଗୁପ୍ତ ଆଲୋଚନା । ଖୁବଶୀଘ୍ର ଜ୍ୟୋତି ପ୍ରକାଶ ନେଇପାରନ୍ତି ବଡ ନିଷ୍ପତ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ