Masthead

ନାବାଳିକାଙ୍କୁ ଅସଦାଚରଣ, ପ୍ରଜାକୋର୍ଟରେ ବନ୍ଧା ହେଲେ ଯୁବକ

ନୀଳଗିରି (ବଡ଼ ଖବର ବ୍ୟୁରୋ): ନୀଳଗିରିରେ ମେଗା ଜଳପ୍ରକଳ୍ପରେ କାର୍ଯ୍ୟ କରୁଥିବା ଯୁବେର ଇଞ୍ଜିନିୟରିଂ କନଷ୍ଟ୍ରକସନ ରେ କାର୍ଯ୍ୟରତ ରାଜସ୍ଥାନୀ ଯୁବକଙ୍କ ଅସୌଜନ୍ୟ କାଣ୍ଡ । ପାଣବନ୍ଧ ଗ୍ରାମରେ ଗତକାଲି ଗ୍ରାମର ଦୁଇ ନାବାଳିକା ଜଙ୍ଗଲରୁ ଶୌଚ ହୋଇ ଫେରୁଥିବା ସମୟରେ ଉକ୍ତ କମ୍ପାନୀର କାର୍ଯ୍ୟରତ ରାଜସ୍ଥାନୀ ଯୁବକମାନେ ଅସଦାଚରଣ କରିଥିବା ଅଭିଯୋଗ ଗାଁରେ ପ୍ରଘଟ ହୋଇଥିଲା। ପରେ ମଧ୍ୟରାତିରେ ଗାଁଲୋକେ ଏକଜୁଟ ହୋଇ ଶ୍ରମିକଙ୍କୁ ରହୁଥିବା ଭଡାଘରୁ ଉଠାଇ ଆଣି ଜଣେ ଶ୍ରମିକଙ୍କୁ ଗାଁ ମଝିରେ ଦୁଇ ହାତକୁ ବାନ୍ଧି ନିର୍ଧୁମ ଛେଚିଥିଲେ।ପରେ ୨୫ ହଜାର ଆର୍ଥିକ ଜରିମାନା ସହ ଗାଁ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକେ।ଶ୍ରମିକଙ୍କ ଘର ରାଜସ୍ଥାନ ଅଞ୍ଚଳର ହୋଇଥିବା ସୂଚନା ଅଛି।

ନୀଳଗିରି ଅଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ବିଭିନ୍ନ ଗ୍ରାମକୁ ପାଇପ ସଂଯୋଗୀ କରଣ କାମ ଚାଲିଥିବା ବେଳେ ଶ୍ରମିକ ମାନେ ସେଠାରେ ରହି କାମ କରୁଛନ୍ତି।ସୂଚନା ଆନୁଯାଇ ନିକଟ ଅତୀତରେ ଶିଆଡିମାଳ ଅଞ୍ଚଳରେ ଅନୁରୂପ ଘଟଣା ଘଟାଇ ଟଙ୍କା ଦେଇ ଘଟଣା କୁ ଦବେଇ ଦିଆଯାଇଥିଲା । ତେବେ ଏହି ଯୁବେର ଇଞ୍ଜିନିୟରିଂ କନଷ୍ଟ୍ରକସନ ର କର୍ମଚାରୀ ମାନେ ବାରମ୍ବାର ଏଭଳି ଘଟଣା ଘାଟେଇବା ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ର କାରଣ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା