Masthead

ଆମ୍ବୁଲାନ୍ସ ଅଭାବରୁ ଚାଲିଗଲା ଝିଅର ଜୀବନ

(ବଡ଼ ଖବର ବ୍ୟୁରୋ):  ଆସିଲାନି ଆମ୍ବୁଲାନ୍ସ । ଚାଲିଗଲା ଜୀବନ । ତେବେ ଏଭଳି ଆଭାବନୀୟ ଘଟଣା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶନ ନଗର ଥାନା ଆଇନିପୁରୁ ଗାଁରେ ଘଟିଛି । ଉକ୍ତ ଗାଁର ରାଜେଶ ମଲ୍ଲିକଙ୍କ ୩ ବର୍ଷର ଝିଅ ଭୂମିକା ମଲ୍ଲିକ ଖେଳୁଥିଲା ବେଳେ ମୂଷା ଗାତରେ ହାତ ପୁରାଇ ଦେଇଥିଲେ । ପରେ ଘର ଲୋକ ପାଟି କରିବାରୁ ଦେଖିଲେ ଆଙ୍ଗୁଠି ଖଣ୍ଟିଆ ହୋଇଯାଇଛି । ତେବେ ଜୀବନ ବିକଳରେ ଭୂମିକାର ଜେଜେ ଘର ପାଖ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ।

ସେଠାରେ ତାଙ୍କୁ ଡାକ୍ତର ଇଂଜେକସନ ଦେଇ ଅନ୍ୟ ଡାକ୍ତରଖାନାକୁ ରେଫର କରିଥିଲେ । ପରିବାର ଲୋକେ ଆମ୍ବୁଲାନ୍ସ କଥା କହିବାରୁ ମେଡିକାଲ କର୍ତ୍ତୁପକ୍ଷ ତାଙ୍କୁ ତୁମେ ଫୋନ କର ବୋଲି କହିଥିଲେ । ତେବେ ପରିବାର ଲୋକେ ଝିଅକୁ ସ୍କୁଟିରେ ନେଇ ଗଲା ବେଳେ ପିଲାର ଜୀବନ ଚାଲିଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ