Masthead

ଧୁମଧାମରେ ଦେଶବ୍ୟାପୀ ପାଳିତ ହେଉଛି ହିନ୍ଦୁ ନବବର୍ଷ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଚୈତ୍ର ଶୁକ୍ଲ ପ୍ରତିପଦାକୁ ହିନ୍ଦୁ ନବବର୍ଷ ଭାବେ ପ୍ରତିବର୍ଷ ପାଳନ କରାଯାଉଛି । ଏହାକୁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଭିନ୍ନଭିନ୍ନ ନାମରେ ନାମିତ କରାଯାଇଛି । ମହାରାଷ୍ଟ୍ରରେ ଗୁଡିପଡୁଆ ନାମରେ ହିନ୍ଦୁ ନବବର୍ଷକୁ ପାଳନ କରାଯାଉଥିବା ବେଳେ କାଶ୍ମୀରରେ ହିନ୍ଦୁମାନେ ନଭରେ, ପଞ୍ଜାବୀ ସମ୍ପ୍ରଦାୟମାନେ ବୈଶାଖୀ, ସିନ୍ଧ ସମ୍ପ୍ରଦାୟର ଲୋକମାନେ ଚେଟିଚାନ୍ଦି ନାମରେ ପାଳନ କରନ୍ତି ।

ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ହିନ୍ଦୁ ସମ୍ପ୍ରଦାୟମାନେ ହିନ୍ଦୁ ନବବର୍ଷକୁ ଉଗାଡି ଭାବେ ଧୁମଧାମରେ ପାଳନ କରିଥାନ୍ତି । ପଶ୍ଚିମବଙ୍ଗରେ ହିନ୍ଦୁ ନବବର୍ଷ ପୋଲିଆ ବୈଶାଖୀ ଭାବେ ବେଶ ଜଣାଶୁଣା । ଏହି ଦିନ ହିନ୍ଦୁମାନେ ତାଙ୍କ ଇଷ୍ଟଙ୍କୁ ଭକ୍ତି ଓ ନିଷ୍ଟାର ସହ ପୂଜାର୍ଚ୍ଚନା କରି ଶୁଭକାମ ଆରମ୍ଭ କରିଥାନ୍ତି । ହିନ୍ଦୁ ନବବର୍ଷ ଅବସରରେ ପ୍ରତିଟି ହିନ୍ଦୁ ପରିବାର ବେଶ ଖୁସି ମନାଇଥାନ୍ତି । ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ପାଇଁ ସେମାନେ କେବେ ଭୁଲନ୍ତି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ