Masthead

ଲଞ୍ଚ ହେବାକୁ ଯାଉଛି ଆଇଫୋନ ୧୩

ଆପଲର ପ୍ରସିଦ୍ଧ ବିଶ୍ଳେଷକ ମିଙ୍ଗ-ଚି କ୍ୟୁ ପରବର୍ତ୍ତୀ ଆଇଫୋନ ୧୩ ର ବହୁ ଉତ୍ପାଦନ ଆସନ୍ତା ବର୍ଷ ଲଞ୍ଚ ହେବକୁ ଯାଉଛି  ବୋଲି ସୂଚନା ଦେଇଛନ୍ତି । ଯଦି ଆଇଫୋନ୍ ୧୩ ର ଉତ୍ପାଦନ ଆସନ୍ତା ବର୍ଷ ଗ୍ରୀଷ୍ମରେ ହୁଏ ତେବେ ଆପଲ୍ ସେପ୍ଟେମ୍ବର ୨୦୨୧ ରେ ଲଞ୍ଚ କରିବ। ଆଇଫୋନ ୧୨ ର ଉତ୍ପାଦନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲା ଏବଂ ନୂତନ ମଡେଲର ପ୍ରବର୍ତ୍ତନରେ ବିଳମ୍ବ କରିଥିଲା । ତେବେ ଏଥର ଆଇଫୋନ୍ ୧୩ ଲଞ୍ଚରେ ବିଳମ୍ବ ହେବ ନାହିଁ ବୋଲି ଆଶା ରଖାଯାଇଛି । ଜାଣନ୍ତୁ କଣ ରହିଛି ଫିଚର

ଫିଚର
ଆଇଫୋନ୍ ୧୩ ରେ ଚାରୋଟି ମଡେଲ ରହିଛି
• ଉନ୍ନତ କ୍ୟାମେରା
• ଏଫ / ୧.୮ ଆପେଚର
• ଅଲ୍ଟ୍ରା ୱାଇଡ୍ ସେନ୍ସର
• ଅଟୋଫୋକସ ସହିତ ୬ପି ଲେନ୍ସ ଅପଗ୍ରେଡ୍

 

ଆଇଫୋନ୍ ୧୨ ର ସମସ୍ତ ମଡେଲଗୁଡିକରେ ଏଫ/ ୨.୪ ଆପେଚର, ୫ପି ଏବଂ ଫିକ୍ସଡ ଫୋକସ ସହିତ ଅଲ୍ଟ୍ରା ୱାଇଡ୍ ସେନ୍ସର ଅଛି । ଆଇଫୋନ୍ ୧୨ ଭଲ କାମ କରୁଥିବା ଦେଖି କମ୍ପାନୀ ପୂର୍ବ ଅପେକ୍ଷା ଅଧିକ ବିକ୍ରୟ କରିବ ବୋଲି ଆଶା ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ