Masthead

ମହାମାରୀ ପାଇଁ କମିଛି ୨ବର୍ଷ ଆୟୁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାମାରୀ ଯୋଗୁଁ ଲୋକମାନଙ୍କ ଆୟୁଷ ଉପରେ ପ୍ରଭାବ ପଡ଼ିଛି । ଭାରତୀୟଙ୍କ ଆୟୁଷ ୨ ବର୍ଷ ହ୍ରାସ ପାଇଛି । ମୁମ୍ବାଇର (ଆଇଆଇପିଏସ୍) ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଫର ପପୁଲେସନ ଷ୍ଟଡ଼ିଜ୍ ପକ୍ଷରୁ କରାଯାଇଥିବା ଗବେଷଣାରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଆଇଆଇପିଏସ୍ର ଆସିସଷ୍ଟାଣ୍ଟ ପ୍ରଫେସର ସୂର୍ଯ୍ୟକାନ୍ତ ଯାଦବ କହିଛନ୍ତି ।

ମହାମାରୀର ପ୍ରଭାବ ଭାରତୀୟଙ୍କ ଜୀବନଶୈଳୀ ଓ ଆୟୁଷ ଉପରେ ପଡ଼ିଛି । ଭାରତରେ ମହିଳା ଓ ପୁରୁଷଙ୍କ ଆୟୁଷ ହାରାହାରି ୨ ବର୍ଷ କମିଥିବା ବୈଜ୍ଞାନିକ ଆକଳନରୁ ଜଣା ପଡ଼ିଛି । ସୂଚନାନୁସାରେ, ୨୦୧୯ ରେ ପୁରୁଷମାନଙ୍କ ହାରାହାରି ଆୟୁଷ ୬୯.୬ବର୍ଷ ଏବଂ ମହିଳାଙ୍କ ହାରାହାରି ଆୟୁଷ ୭୨ ବର୍ଷ ରହଥିିଲା । ମାତ୍ର ୨୦୨୦ ରେ ମିଳିଥିବା ପରିସଂଖ୍ୟାନ ଅନୁସାରେ ଏହା ଯଥାକ୍ରମେ ୬୭.୫ବର୍ଷ ଓ ୬୯.୮ ବର୍ଷ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା