Masthead

 ଆଫଗାନିସ୍ତାନର ମେୟର, କହିଲେ ତାଲିବାନ ଅତ୍ୟାଚାରର କାହାଣୀ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ଲଗାତାର ଭାବେ ମହିଳାଙ୍କୁ ଅତ୍ୟାଚାରର ଖବର ଆସୁଛି। ସରକାରୀ ମହିଳା କର୍ମଚାରୀଙ୍କୁ ଆତଙ୍କବାଦୀ ସଂଗଠନ ତାଳିବାନର ଧମକ । ଅଫିସ ନଯାଇ ଘରେ ରୁହ । ସେପଟେ ତାଲିବାନର ପ୍ରଥମ ମହିଳା ମେୟର ଜାରିଫା ଗରିଫା ପୁଣି ଥରେ ତାଲିବାନକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ସେ ତାଲିବାନ ବର୍ବରତା ବିଶ୍ୱ ସମୁଦାୟକୁ ଜଣଇଛନ୍ତି । ଏହା ସହ ସେ କଡ଼ା ଭାଷାରେ କହିଛନ୍ତି, ଆଫଗାନିସ୍ତାନ ଆମର ଥିଲା, ରହିବ । ଏହାକୁ କେହି ଅଧିକାର କରିପାରିବେ ନାହିଁ । ସେ କହିଛନ୍ତି ଆଫଗାନିସ୍ତାନରେ ତାଲିବାର ପ୍ରକୃତ ଚରିତ୍ର ଦୁନିଆ ଜାଣିବା ଦରକାର । ଆଫଗାନିସ୍ତାନବାସୀଙ୍କ ଉପରେ କେଉଁଭଳି ଅତ୍ୟାଚାର ହେଉଛି ତାହାର ସତ୍ୟତା ସେ ବିଶ୍ୱ ଆଗରେ ରଖିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ