Masthead

ଇରାନ ସଂସଦର ନୂଆ ଆଦେଶ, ହିଜାବ ନପିନ୍ଧିଲେ ଭୋଗିବାକୁ ପଡିବ ୧୦ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇରାନ ର ସଂସଦ ଏକ ବିଲ ପାସ କରିଛି । ଯେଉଁଥିରେ ଇରାନ ମହିଳାଙ୍କ ପାଇଁ ଏକ ନୁଆ ଆଦେଶ ଆସିଛି । ହିଜାବ ନପିନ୍ଧିଲେ ହେବ ୧୦ ବର୍ଷ ଜେଲ ଦଣ୍ଡ । ସର୍ବସାଧାରଣରେ ଯିବା ବେଳେ ଯେଉଁମହିଳା ହିଜାବ ନପିନ୍ଧି ଯିବେ ସେମାନଙ୍କ ଭୋଗିବାକୁ ପଡିବ ୧୦ ବର୍ଷ ଜେଲ ଦଣ୍ଡ ।ଏଭଳି ନିୟମ କେବଳ ମହିଳା ମାନଙ୍କ ପାଇଁ ଲାଗୁ ହେବ ନାହିଁ ଏହା ପୁରୁଷ ମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବ ।

ଆଦେଶ ଆସିଛି ଯେ ଯେଉଁ ପୁରୁଷ ମାନେ ବିନା ହିଜାବରେ ମହିଳାମାନଙ୍କୁ ଜିନିଷ କିଣାବିକା କରିବେ ସେମାନେ ମଧ୍ୟ କଠୋର ଦଣ୍ଡରେ ଦଣ୍ଡିତ ହେବେ । ଯେଉଁ ମହିଳା ମାନେ ହିଜାବ ପିନ୍ଧିବାକୁ ଏହାକୁ ମନା କରିବେ ଏବଂ ଯେଉଁମାନେ ଏହାକୁ ସମର୍ଥନ କରିବେ ସେମାନଙ୍କୁ ଜୋରିମନା ଲାଗୁ କରାଯିବ । ଇରାନର ୨୯୦ ସଦସ୍ୟ ବିଶିଷ୍ଟ ସଂସଦରେ ୧୫୨ ସଂସାଦ ଏହାକୁ ସମର୍ଥନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ