Masthead

ରାଜରାସ୍ତାକୁ ଓହ୍ଲାଇଲେ ଅନଲାଇନ ବାଇକ ଚାଳକ ସଂଘ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜରାସ୍ତାକୁ ଓହ୍ଲାଇଲେ ଅନଲାଇନ ବାଇକ ଚାଳକ ସଂଘ । ଅନଲାଇନ ବାଇକ ଚାଳକ କିପରି ସୁରକ୍ଷିତ ରାଇଡ କରିପାରିବେ ସେଥିପାଇଁ ନୂଆ କରି ଆରମ୍ଭ ହୋଇଥିଲା ଏକ ୟୁନିଅନ ଯାହାର ନା ରହିଛି our online bike association । କିଛି ଦିନ ହେବ ଲଗାତାର ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନଲାଇନ ବାଇକ ଚାଳକମାନେ । ଯେଉଁଥିପାଇଁ କିଛି ଦିନ ତଳେ ରାଜରାସ୍ତାକୁ ଓହ୍ଲାଇଥିଲେ ଅନଲାଇନ ବାଇକ ଚାଳକ ସଂଘ । rto ର ମନଇଛା ଚାଲାଣ ଓ ଅଟୋ ଚାଳକଙ୍କର ଅତ୍ୟାଚାର ପାଇଁ ଆନ୍ଦୋଳନ କରିଥିଲେ ଅନଲାଇନ ବାଇକ ଚାଳକ ସଂଘ । bike ନମ୍ବର କୁ କମର୍ଷିଆଲ ନ କରି ପ୍ରାଇଭେଟ ନମ୍ବରରେ ଚଲାଇବା ପାଇଁ ଦାବି କରିଛନ୍ତି ଅନଲାଇନ ବାଇକ ସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର