ଆସିଲାନି ଆମ୍ବୁଲାନ୍ସ: ରୋଗୀ ଗଲେ ଡାଲା ଅଟୋରେ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଆସିଲାନି ୧୦୮ ଆମ୍ବୁଲାନ୍ସ । ରୋଗୀ ଗଲେ ଡାଲା ଅଟୋରେ। ଅନୁଗୁଳ ଜିଲ୍ଲାରେ ରୋଗୀଙ୍କ ସୁରକ୍ଷା ଦିନ କୁ ଦିନ ଚିନ୍ତାର ବିଷୟ ପାଳିଟିଛି। ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଥିବା ପୁରୁଷ ଭେସକ ବିଭାଗକୁ କିଛିଦିନ ପୂର୍ବରୁ ଜଣେ ରୋଗୀ ଚିଖିତ୍ସା ପାଇଁ ଆସିଥିଲେ। କିନ୍ତୁ ଅଧିକ ଚିକିତ୍ସା ପାଇଁ ଏଠାରୁ କଟକ ବଡ଼ ମେଡିକାଲ ସ୍ତାନାନ୍ତର କରାଯାଇଥିଲା। ହେଲେ ରୋଗୀଙ୍କୁ ସ୍ତାନାନ୍ତର ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା।

ସେମାନେ ଅତି ଗରିବ ହୋଇଥିବାରୁ ବାଧ୍ୟ ହୋଇ ଏକ ଡାଲା ଅଟୋରେ ରୋଗୀଙ୍କୁ ନିଜ ଘରକୁ ଫେରାଇ ନେଇଥିଲା। ମେଡିକାଲ ପରିଚାଳନାରେ ଲାଗି ରହିଥିବା ଏହି ଅଵ୍ୟଵସ୍ଥାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବକୁ ଦାବି କରିଛନ୍ତି ସାଧାରଣ ଜନତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ