Masthead

ଦିନକୁ ଦିନ ବଢିବାରେ ଲାଗିଛି ବିସ୍ଥାପିତଙ୍କ ଅସୁବିଧା

ରାଉରକେଲା(ବଡ଼ ଖବର ବ୍ୟୁରୋ): ରାଉରକେଲାରେ ଦିନକୁ ଦିନ ବଢିବାରେ ଲାଗିଛି ବିସ୍ଥାପିତ ପରିବାରଙ୍କ ଅସୁବିଧା । ଏନେଇ ରାଉରକେଲା ବିସ୍ଥାପିତ ପରିବାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଆଦିବାସୀ ଲୋକଙ୍କ ଜମି ଅଧିଗ୍ରହଣ କରି ଗଢି ଉଠିଥିଲା ରାଉରକେଲା ସହର । ତେବେ ଯେଉଁ ପ୍ରତିଶୃତି ଦେଇ ଆରଏସପି ଓ ରେଲୱେ ଜମି ଅଧିଗ୍ରହଣ କରିଥିଲେ ତାକୁ ପୂରଣ କରିବାରେ ଅସଫଳ ହୋଇଛନ୍ତି କତୃପକ୍ଷ । ନିଯୁକ୍ତି ଓ ସ୍ଥାୟୀ ବାସ ପାଇଁ ଦାବି ପରେ ମଧ୍ୟ ପ୍ରଶାସନ ସହାୟତା ନ କରିବାରୁ ସୁପ୍ରିମକୋର୍ଟ ଯାଇ ନିଜ ହକ ପାଇଁ ଲଢିଛନ୍ତି ବିସ୍ଥାପିତ । ଏନେଇ ଆଜି ଏଡିଏମ ଅଫିସ ଘେରାଉ କରି ଶୀଘ୍ର ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ