Masthead

ଟୋକିଓ ଅଲିମ୍ପିକ୍ସ: ଆଜି ଟ୍ରାକକୁ ଓହ୍ଲାଇବେ ଦୂତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଉ କିଛି ସମୟର ଅପେକ୍ଷା । ଟୋକିଓ ଟ୍ରାକରେ ଦୌଡ଼ିବେ ଦୂତି ଚାନ୍ଦ । ଲଗାତାର ପାଇଁ ଦ୍ୱିତୀୟ ଥର ଅଲିମ୍ପିକ୍ସର ୧୦୦ ମିଟର ଦୌଡ଼ରେ ଭାରଗ ନେଉଛନ୍ତି ଦୂତି ଚାନ୍ଦ । ୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଓଡ଼ିଆ ଝିଅ । ସଫଳତା ପାଇନଥିଲେ ହେଲେ ଦୀର୍ଘ ୩୬ବର୍ଷ ପରେ ୧୦୦ ମିଟର ଇଭେଣ୍ଟରେ ଭାରତୀୟ ଭାବେ ଭାଗ ନେଇ ରାଜ୍ୟକୁ ଗୌରାବାନ୍ୱିତ କରିଥିଲେ ।

ଭାରତର ଦ୍ରୁତତମ ଧାବିକା ମାନ୍ୟତା ଲାଭ କରିସାରିଥିବା ଏହି ଓଡ଼ିଆ ଝିଅ ଟୋକିଓରେ କମାଲ କରିବେ ବୋଲି ସବୁ ଭାରତୀୟଙ୍କ ଆଶା। ଏଥିଲାଗି ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି । ଦୂତୀ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ହେବାକୁ ଥିବା ସେମିଫାଇନାଲ୍ ଲାଗି ଯୋଗ୍ୟତା ହାସଲ କରିବେ ବୋଲି ତାଙ୍କର କୋଟି କୋଟି ପ୍ରଶଂସକ ଶୁଭ ମନାସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ