Masthead

ଦିନକୁ ଦିନ ବଢିବାରେ ଲାଗିଛି ବିସ୍ଥାପିତଙ୍କ ଅସୁବିଧା

ରାଉରକେଲା(ବଡ଼ ଖବର ବ୍ୟୁରୋ): ରାଉରକେଲାରେ ଦିନକୁ ଦିନ ବଢିବାରେ ଲାଗିଛି ବିସ୍ଥାପିତ ପରିବାରଙ୍କ ଅସୁବିଧା । ଏନେଇ ରାଉରକେଲା ବିସ୍ଥାପିତ ପରିବାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଆଦିବାସୀ ଲୋକଙ୍କ ଜମି ଅଧିଗ୍ରହଣ କରି ଗଢି ଉଠିଥିଲା ରାଉରକେଲା ସହର । ତେବେ ଯେଉଁ ପ୍ରତିଶୃତି ଦେଇ ଆରଏସପି ଓ ରେଲୱେ ଜମି ଅଧିଗ୍ରହଣ କରିଥିଲେ ତାକୁ ପୂରଣ କରିବାରେ ଅସଫଳ ହୋଇଛନ୍ତି କତୃପକ୍ଷ । ନିଯୁକ୍ତି ଓ ସ୍ଥାୟୀ ବାସ ପାଇଁ ଦାବି ପରେ ମଧ୍ୟ ପ୍ରଶାସନ ସହାୟତା ନ କରିବାରୁ ସୁପ୍ରିମକୋର୍ଟ ଯାଇ ନିଜ ହକ ପାଇଁ ଲଢିଛନ୍ତି ବିସ୍ଥାପିତ । ଏନେଇ ଆଜି ଏଡିଏମ ଅଫିସ ଘେରାଉ କରି ଶୀଘ୍ର ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ