Masthead

ଆଟ୍ଲାଣ୍ଟିକ ସାଗରରେ ବୁଡ଼ିଲା ଜାହାଜ

ନିୟ୍ୟୁର୍କ(ବଡ଼ଖବର ବ୍ୟୁରୋ)ଦକ୍ଷିଣ ଆଣ୍ଟଲାଣ୍ଟିକ୍ ସାଗରରେ ବୁଡ଼ି ରହିଥିବା ଟାଇଟନିକ୍ ଜାହାଜ ଦେଖିବା ମହଙ୍ଗା ପଡିଲା। ଏକ ଜାହାଜରେ କିଛି ପର୍ୟ୍ୟଟକ ଟାଇଟନିକ୍ ଦେଖିବାକୁ ଯାଇଥିଲେ। ମାତ୍ର କୌଣସି କାରଣରୁ ପର୍ୟ୍ୟଟକଙ୍କୁ ନେଇ ଯାଇଥିବା ଜାହାଜ ଆଣ୍ଟଲାଣ୍ଟିକ୍ ସାଗରର ଅଥଳ ଜଳରେ ବୁଡ଼ିଯାଇଛି।
୧୯୧୨ ଏପ୍ରିଲ ୧୫ରେ ବୁଡ଼ି ଯାଇଥିଲା ଟାଇଟନିକ୍। ଦକ୍ଷିଣଆମଟନରୁ ନିୟ୍ୟୁର୍କ ଯାଉଥିବା ଟାଇଟନିକ୍ ଦକ୍ଷିଣ ଆଟଲାଣ୍ଟିକ୍ ସାଗରରେ ବୁଡି ଯାଇଥିଲା। ୮୮୨ ଫୁଟ ୯ ଇଞ୍ଚ ଲମ୍ବ ଟାଇଟନିକ୍ ବୁଡି ଯିବା ପରେ ଶହ ଶହ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ବିଶ୍ଵକୁ ଚକିତ କରିଦେଇଥିଲା। ଟାଇଟନିକ୍ ବୁଡିବାର ୮୫ବର୍ଷ ପରେ ତିଆରି ହୋଇଥିଲା ଫିଲ୍ମ ଟାଇଟନିକ୍। ୧୯୯୭ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଟାଇଟନିକରେ ବାସ୍ତବତାକୁ ରୂପ ଦିଆଯାଇଥିଲା। ବକ୍ସ ଅଫିସରେ ଟାଇଟନିକ ମଧ୍ୟ ଭଲ ରୋଜଗାର କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା