Masthead

ସହାୟତାର ହାତ ବଢାଇଲେ ଛାତ୍ର

କୋର୍ଣାକ (ବଡ଼ ଖବର ବ୍ୟୁରୋ): ଗୋପ ବ୍ଲକ ଧୂମାଳ ପଞ୍ଚାୟତ ନୂଆସାହିର ଅକ୍ଷୟ ଦାସ। ପିଲାବେଳୁ ଆଖି ହରାଇ ଥିବା ଅକ୍ଷୟଙ୍କ କାହାଣୀ କିଛି ଦିନ ତଳେ ବଡ଼ ଖବରରେ ଖବର ପ୍ରସାରଣ ହୋଇଥିଲା। ତେବେ ଖବର ପ୍ରସାରଣ ପରେ ଆଜି ଅକ୍ଷୟଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛନ୍ତି କିଛି କଲେଜ ଛାତ୍ର। ଅକ୍ଷୟଙ୍କ ପରିବାରକୁ ଭେଟି ସେମାନେ ଅକ୍ଷୟର ମା ପ୍ରତିମା ଦାସ ଓ ପିତା ଝରି ଦାସଙ୍କୁ ନିଜ ପକେଟ ମନୀରୁ ଗୋଟିଏ ମାସର ରାସନ କିଟ ପ୍ରଦାନ କରିଥିଲେ।

ପୁଅର ଚିକିତ୍ସା ପାଇଁ ପରିବାର ଲୋକ ମାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ବର୍ଷ ଧରି ସ୍ୱାଧୀନତା ପରେ ବି ଅକ୍ଷୟର ପରିବାରର ପକ୍କା ଘର ଟିଏ ନଥିବାରୁ ବିଡ଼ିଓ ଏବଂ ସରପଞ୍ଚଙ୍କ ମାଧ୍ୟମରେ ତାକୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ