Masthead

ସାରା ରାତି ଧାରଣାରେ ବସିଲେ ଛାତ୍ରଛାତ୍ରୀ

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ରାତି ତମାମ ଧାରଣାରେ ବସି ରହିଲେ ବ୍ରହ୍ମଗିରିର ସର୍ବପୂରାତନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ବ୍ରହ୍ମଗିରିର ସର୍ବପୂରାତନ ମହାବିଦ୍ୟାଳୟ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ତେଜୁଛି ଛାତ୍ର ଅଶନ୍ତୋଷ। ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାତିତମାମ କଲେଜ ପରିଶରରେ ଧାରଣାରେ ବସିରହିଛନ୍ତି ଛାତ୍ରଛାତ୍ରୀ।୧୧ ଦଫା ଦାବି ନେଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିରହିଥିବା ସୂଚନା ମିଳିଛି।

ମହାବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଅଭାବ, ଚତୁଃପାର୍ଶ୍ବରେ ପାଚେରି ନଥିବାରୁ ଅଣଛାତ୍ର ଓ ମଦ୍ୟପଙ୍କ ଅନୁପ୍ରବେଶ, ଶ୍ରେଣୀ ଗୃହର ଅଭାବ, ଲାଇବ୍ରେରି, ଟଏଲେଟ, ସାଇକେଲ ଷ୍ଟାଣ୍ଡର ଅବ୍ୟବସ୍ଥା , ଅଧ୍ୟପକ/ଅଧ୍ୟାପିକା ନିଯୁକ୍ତି ଆଦି କିଛି ଦାବି ପୂରଣ ନେଇ ଛାତ୍ରଛାତ୍ରୀମାନେ ରାତି ତମାମ କଲେଜ ଗେଟ ତାଲା ପକାଇ ଧାରଣାରେ ବସିଥିବା ସୂଚନା ମିଳିଛି।ତେବେ ଏହାକୁ ସହଯୋଗ କରିବାକୁ ଯାଇ ମହାବିଦ୍ୟାଳୟର କିଛି ପୂରାତନ ଛାତ୍ରମାନେ ମଧ୍ୟ ଆଗେଇ ଆସିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା