Masthead

୫ ମାସ ଭିତରେ ପ୍ରକାଶ ପାଇବ ସର୍ଭେ ରିପୋର୍ଟ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଓବିସି ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଛୁଆବର୍ଗ କମିଶନ ରଘୁନାଥ ବିଶ୍ୱାଳ । ସେ କହିଛନ୍ତି ଓବିସି ସର୍ଭେ ଆଜି ଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୩୦ ଜାତିକୁ ନେଇ ଏହି ସର୍ଭେ ହେବ । ମେ ୨୦ତାରିଖ ପର୍ଯ୍ୟନ୍ତ ପ୍ରକୃତ ସର୍ଭେ ହେବ । ଯେଉଁମାନେ ଏହି ସର୍ଭେରୁ ଯିଏ ବାଦ ପଡି ଯାଇଥିବେ ସେମାନେ ୨୦ ରୁ ୨୭ରେ ସାମିଲ ହୋଇପାରିବ ।

ସାମାଜିକ, ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ଏହି ସର୍ଭେ ହେବ । ସର୍ଭେ ମାଧ୍ୟମରେ ଗୋଟିଏ ପାରିବାରରେ କେତେ ଜଣ ଚାକିରି କରିଛନ୍ତି, ସରକାରୀ କେତେଜଣ, ବେସରକାରୀ ଚାକିରି କେତେଜଣ କରିଛନ୍ତି, କିଏ କେତେ ପାଠ ପଢ଼ିଛନ୍ତି, କିଏ ଜନପ୍ରତିନିଧି ଅଛନ୍ତି ଏହି ସବୁ ଦିଗରେ ସର୍ଭେ ଜରିଆରେ ତଥ୍ୟ ସଂଗ୍ରହ ହେବ । ସର୍ଭେ ରିପୋର୍ଟ ୫ ମାସ ଭିତରେ ପ୍ରକାଶ ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି