Masthead

ଜି-୨୦ରେ ‘ଥ୍ରୀ ଏଫ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ : ଜି-୨୦ ସମ୍ମିଳନୀରେ ଫୁଡ, ଫୁଏଲ ଓ ଫର୍ଟିଲାଇଜରକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଶିଖର ସମ୍ମିଳନୀରେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେହିପରି ଆତଙ୍କବାଦକୁ ନେଇ ସବୁ ସଦସ୍ୟ ରାଷ୍ଟ୍ରଙ୍କ ଚିନ୍ତା ପ୍ରକଟ । ଆତଙ୍କବାଦକୁ ନିନ୍ଦା କରିଛନ୍ତି ସବୁ ସଦସ୍ୟ ରାଷ୍ଟ୍ର ।

ଆତଙ୍କବାଦ ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ । ମନିଲଣ୍ଡରିଂ ଉପରେ ମଧ୍ୟ ସବୁ ରାଷ୍ଟ୍ର ଗୁରୁତ୍ୱରୋପ କରିଛି । ନୂଆଦିଲ୍ଲୀରେ ଘୋଷଣାପତ୍ରକୁ ମିଳିଲା ଜି-୨୦ ମଞ୍ଜୁର । ଜି-୨୦ ସମ୍ମିଳନୀରେ ଆୟୋଜକ ଭାରତକୁ ବଡ ସଫଳତା । ଏହି ଘୋଷଣାପତ୍ରକୁ ଗ୍ରହଣ କଲେ ସବୁ ସଦସ୍ୟ ରାଷ୍ଟ୍ର । ଘୋଷଣାପତ୍ରକୁ ନେଇ ସବୁ ବୈଦେଶିକ ମନ୍ତ୍ରୀଙ୍କ ସୂଚନା । ଜି-୨୦ ସମ୍ମିଳନୀରେ ଏଆଇକୁ ଗୁରୁତ୍ୱ । ସାଇବର ସିକୁ୍ୟରିଟି ଉପରେ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି