ଭାରତର କୃଷକ ଆନ୍ଦୋଳନକୁ ଆମେରିକାର ବିରୋଧ

ନୂଆଦିଲ୍ଲୀ(ବଡ଼ ଖବର): ଭାରତର କୃଷକ ଆନ୍ଦୋଳନକୁ ବଦେଶୀ ସେଲିବ୍ରେଟିଙ୍କ ସମର୍ଥନ । ତେଣେ ଭାରତର ନୂଆ କୃଷି ନୀତିକୁ ବିଦେଶୀ ରାଷ୍ଟ୍ରଙ୍କ ସମର୍ଥନ । ଏଭଳି ପରିସ୍ଥିତିରେ ଭାରତର ନୂଆ କୃଷିନୀତି ଓ ଏହାକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନ ଗତି କରୁଛି । ଭାରତର ନୂଆ କୃଷି ଆଇନକୁ ସମର୍ଥନ କରିଛି ଆମେରିକା । ଆମେରିକା କହିଛି ନୂଆ କୃଷି ଆଇନ ଭାରତୀୟ ବଜାରରେ ଦକ୍ଷତା ବୃଦ୍ଧି କରିବ ଓ ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ । ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଶାନ୍ତିପୂର୍ଣ୍ଣ ବିରୋଧ ଯେକୌଣସି ସମୃଦ୍ଧ ଗଣତନ୍ତ୍ରର ଚିହ୍ନ । ଶାନ୍ତିପୂର୍ଣ୍ଣ ବିରୋଧକୁ ଭାରତର ସବୋର୍ଚ୍ଚ ନ୍ୟାୟାଳୟ ମଧ୍ୟ ସମର୍ଥନ କରୁଛି ।

ଆମେରିକାର ଏଭଳି ପଦକ୍ଷେପକୁ ସ୍ୱାଗତ କରୁଛି ଯାହା ଭାରତର ବଜାରରେ ସ୍ଥିତିକୁ ସୁଦୃଢ କରିବ ଓ ଘରୋଇ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବ । ୩ଟି ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଥିବା କୃଷକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ଆଇନରେ କୃଷକ ବ୍ୟାପର ଓ ବାଣିଜ୍ୟ ଅଧିନିୟମ ୨୦୨୦, ମୂଲ୍ୟ ନିଶ୍ଚିତତା ଓ କୃଷି ସେବା ଅଧିନିୟମ ୨୦୨୦ ଓ ଜରୁରୀ ଦ୍ରବ୍ୟ ଅଧିନିୟମ ୨୦୨୦ ସାମିଲ ରହିଛି । ଏହି ଆନ୍ଦୋଳନ୨୬ ଜାନୁଆରୀ ଗଣତନ୍ତ୍ର ଦିବସରେ ଆୟୋଜିତ ଟ୍ରାକ୍ଟର ରାଲିରେ ହିଂସା ଦେଖା ଦେଇଥିଲା । ବିକ୍ଷୋଭକାରୀମାନେ ଦିଲ୍ଲୀରେ ପ୍ରବେଶ ପାଇଁ ବ୍ୟାରିକେଡ ଭାଙ୍ଗି ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ