Masthead

ପ୍ରକୃତିର ବିସ୍ମୟ ‘ଷ୍ଟ୍ରବେରୀ ମୁନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତର ଗୋଲାର୍ଦ୍ଧରେ ସୋମବାରଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମଋତୁ । ବିଦାୟ ନେଇଛି ଋତୁରାଜ ବସନ୍ତ । ଉତ୍ତର ଗୋଲାର୍ଦ୍ଧ ଆକାଶରେ ଆସନ୍ତା ୨୪ ତାରିଖ ରାତିରେ ଦେଖାଦେବ ଷ୍ଟ୍ରବେରୀ ଚନ୍ଦ୍ର । ଆକାଶରେ ଷ୍ଟ୍ରବେରୀ ଚନ୍ଦ୍ର ଦେଖିଲେ ଉତ୍ତର ଗୋଲାର୍ଦ୍ଧର ଲୋକମାନେ ଜାଣନ୍ତି ବସନ୍ତଋତୁ ଗଲା, ଗ୍ରୀଷ୍ମଋତୁ ଆସିଲା । ଷ୍ଟ୍ରବେରୀ ଚନ୍ଦ୍ର ଆକାଶରେ ଦେଖି ଇକ୍ୱେଟରର ଉତ୍ତରାଞ୍ଚଳର ଲୋକମାନେ ଧରିନିଅନ୍ତି ଆସିଗଲା ବର୍ଷର ସବୁଠାରୁ ବଡ଼ଦିନ ।

ପ୍ରଥମେ ଚନ୍ଦ୍ର ଗାଢ ଅରେଞ୍ଜ କଲରରେ ଦୃଶ୍ୟମାନ ହେବ । ପରେ ଏହା ଧୀରେ ଧୀରେ ୟେଲୋ ହୋଇ ଦିଗବଳୟ ଉପରେ ଦେଖାଦେବ । ମଝି ଆକାଶରେ ଚନ୍ଦ୍ରର ଆଲୋକ ଅଧିକ ଉଜ୍ୱଳ ଦେଖାଯିବ । ଚନ୍ଦ୍ରର ଆଲୋକ ବେଳେ ବେଳେ ଏତେ ଉଜ୍ୱଳ ହେବ ଯେ ଖାଲି ଆଖିରେ ଦେଖିବା ଅସମ୍ଭବ ହୋଇପଡିବ । ଆମେରିକାର ପ୍ରାଚୀନ ଆଦିବାସୀମାନେ ଏହି ସମୟରେ ଚନ୍ଦ୍ରର ବିଭିନ୍ନ ନାମକରଣ କରିଛନ୍ତି । ସ୍ୱାଦିଷ୍ଟ ଫଳ ଷ୍ଟ୍ରବେରୀ ଉତ୍ପାଦନ ବେଳେ ସେମାନେ ଚନ୍ଦ୍ରର ନାମ ଷ୍ଟ୍ରବେରି ମୁନ୍ ରଖିଛନ୍ତି । ପୃଥିବୀର ବିଭିନ୍ନ ଭାଗରେ ଚନ୍ଦ୍ରର ନାମ କରଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି