Masthead

ରଥ ନିର୍ମାଣ ପାଇଁ ପୁରୀକୁ ଗଲା କାଠ

ସୋରଡା(ବଡ଼ ଖବର ବ୍ୟୁରୋ): ରଥ ନିର୍ମାଣ ପାଇଁ ପୁରୀକୁ ଗଲା ୨୦ ଖଣ୍ଡ କାଠ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ଅଧୀନ ବାଇବାଲି ଜଙ୍ଗଲରୁ ପୁରୀକୁ ଗଲା ରଥକାଠ। କିଛିଦିନ ତଳେ ବନ କର୍ମଚାରୀଙ୍କ ସହିତ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଉତ୍ତର ଘୁମୁସର ବନଖଣ୍ଡର ତାରର୍ଷୀଙ୍ଗ,ବାଇବାଲି ଓ ସେଣ୍ଟ୍ରାଲ ରିଜର୍ଭ ଜଙ୍ଗଲ କାଳିଆମ୍ବାକୁ ଯାଇ ରଥକାଠ ଚିହ୍ନଟ କରିଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ବାଇବାଳି ଜଙ୍ଗଲରୁ ୨୦ ଖଣ୍ଡ ରଥକାଠ ପୁରୀ ପଠା ଯାଇଥିଲା।

ବାଇବାଳୀ ଠାରୁ ଭଞ୍ଜନଗର ପର୍ୟ୍ୟନ୍ତ ପ୍ରତ୍ୟେକ ଗ୍ରାମରେ କାଠ ବୋଝେଇ ଗାଡ଼ିକୁ ଅଟକାଇ ଲୋକେ ପୂଜାର୍ଚ୍ଚନା କରିବା ସହ ନୂତନ ବସ୍ତ୍ର କାଠ ଉପରେ ଘୋଡାଇ ଥିଲେ । ଭଞ୍ଜନଗରରେ ପ୍ରଥମେ ଚକରା ବିଶୋଇ ଛକ ଓ ପରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟରେ ଗାଡ଼ିକୁ ଅଟକାଇ ଡିଏଫଓ ସୁଦର୍ଶନ ବେହେରାଙ୍କ ସହ ବନବିଭାଗ କର୍ମଚାରୀ ରଥକାଠକୁ ପୂଜା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ