Masthead

ହସ୍ପିଟାଲ କ୍ୱାର୍ଟରରୁ ମିଳୁଛି ଗଦା ଗଦା ଔଷଧ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ହସ୍ପିଟାଲ କ୍ୱାର୍ଟରରୁ ମିଳୁଛି ଗଦା ଗଦା ଔଷଧ। ସରକାରୀ ଔଷଧ ଦୀର୍ଘ ଦିନ ଧରି ଗଚ୍ଛିତ ଥିବା ସୂଚନା। କ୍ଵାର୍ଟର ଭାଙ୍ଗିବା ପରେ ଔଷଧ ଗଚ୍ଛିତ ଥିବା ଜଣା ପଡିଲା। ଔଷଧକୁ ଗାଡିରେ କେଉଁଆଡ଼େ ନେଇ ଯାଉଥିବା ସୂଚନା ମିଳିଛି ।

ମେଡିସିନ ଲୋକଙ୍କୁ ନଦେଇ ବନ୍ଦ ଥିବା ପରିତ୍ୟକ୍ତ କ୍ୱାର୍ଟରରେ ଗଚ୍ଛିତ ରଖିଥିଲେ କର୍ତ୍ତୃପକ୍ଷ। ଏଠି ପ୍ରଶ୍ନ ଉଠୁଛି ଏତେ ପରିମାଣର ଔଷଧ କିଏ ଓ କାହିଁକି ଗଚ୍ଛିତ ରଖିଥିଲା। ତାହା ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ 🔴 ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍ 🔴 ୧୦ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ଆହୁରି ୫ ଦିନ କାଳବୈଶାଖୀ ବର୍ଷା 🔴 F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ 🔴 ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍ 🔴 ୧୦ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ଆହୁରି ୫ ଦିନ କାଳବୈଶାଖୀ ବର୍ଷା 🔴 F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା