Masthead

ବିଜେଡି ଏକୁଟିଆ ଲଢିବ, ସରକାର ଗଢିବ: ମୁନା ଖାଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନକୁ ନେଇ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ପ୍ରତିକ୍ରିୟା । କହିଛନ୍ତି କେନ୍ଦ୍ର ସରକାର ଜଣେ ବରିଷ୍ଠ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିବା ସ୍ୱାଗତ ଯୋଗ୍ୟ। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ କେବଳ ଦେଶ ନୁହେଁ ବିଶ୍ୱରେ ମଧ୍ୟ ପ୍ରଶଂସା ମିଳୁଛି। ସେ କଥାକୁ ଅମିତ ଶାହା କହିଲେ। ଯାହା ସତ ତାହା ସତ। ଏହାର କୌଣସି ପ୍ରଭାବ ୨୪ ରେ ପଡିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ୨୪ ରେ ଆମର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେଉଛି ବିଜେପି। ଆମର ବିଜେପି ସହ ହିଁ ଲଢେଇ ହେବ। ଗଠବନ୍ଧନର ହେବାର ସମ୍ଭାବନା ନାହିଁ। ବିଜେଡି ଏକୁଟିଆ ଲଢ଼ିବ।

ସରକାର ଗଢ଼ିବ। କେନ୍ଦ୍ରରେ କଂଗ୍ରେସ ସରକାର ବେଳେ ମଧ୍ୟ ତାଙ୍କ ମନ୍ତ୍ରୀମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଥିଲେ। ସରକାର ଗୋଟେ ପଟେ ଓ ଦଳ ଗୋଟିଏ ପଟେ। କଂଗ୍ରେସ ମିଛ ଅଭିଯୋଗ କରୁଛି। ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଦଳ ସମଦୁରତା ନୀତି ଅବଲମ୍ବନ କରୁଛି। ମେଣ୍ଟର ସମ୍ଭାବନା ନାହିଁ। ବିଜେପି ଗାଁକୁ ଗଲେ ଭଲ। ତାହା ରାଜନୈତିକ କାର୍ଯ୍ୟ। ସେମାନେ ସରକାର ପାଇଁ ଚେଷ୍ଟା କରିବା ଭଲ । ତାକୁ ଦଳ ସ୍ୱାଗତ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ