Masthead

ଭିଭିପ୍ୟାଟରେ ତ୍ରୁଟିଥିଲା, ସମାଧାନ କରାଯାଇଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । କହିଛନ୍ତି ଝାରସୁଗୁଡା ଉପ ନିର୍ବାଚନରେ ସବୁ ବୁଥରେ ସକାଳ ୭ ଟାରେ ପୁଲିଙ୍ଗ ଆରମ୍ଭ ହୋଇଛି । ମକ ପୋଲ ସମୟ ରେ ୧୬ ଟି ବୁଥ ରେ ଇଭିଏମରେ ତ୍ରୁଟି ଆସିଥିଲା । ୭ ଟା ରୁ ୯ ଟା ଭିତରେ କୌଣସି ତ୍ରୁଟି ହୋଇନି । ୯ଟା ରୁ ୧୧ ଭିତରେ ୬୨ ନଂ ଓ ୧୨୮ ନଂ ବୁଥ ରେ ଇଭିଏମ ତ୍ରୁଟି ହୋଇଥିଲା । ଦିନ ୧୧ ଟା ସୁଦ୍ଧା ୨୦.୩୮ % ମତଦାନ ହୋଇଥବା ବେଳେ ୨୪୩୯୮ ଜଣ ପୁରୁଷ ଓ ୨୦୭୮୫ ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଛନ୍ତି ।

ତାତି ରୁ ରକ୍ଷା ପାଇବା ପାଇଁ ସମସ୍ତ ବୁଥ ରେ ପାନୀୟ ଜଳ ସହ ଜଳ ସିଞ୍ଚନ କରାଯାଉଛି । ୧୬ ଟି ବୁଥ ରେ ତ୍ରୁଟି ଦେଖା ଯାଇଥିଲା। ୯ରୁ ୧୧ ଭିତରେ ଦୁଇଟି ଭିଭିପ୍ୟାଟରେ ତ୍ରୁଟି ହୋଇଛି।ତାହାର ସମାଧାନ କରଯାଇଛି। ୨୪୩୯୮ପୁରୁଷ ଓ ୨୦୭୮୫ମହିଳା ମତଦାନ ସାବ୍ୟସ୍ତ କରିଛନ୍ତି। ଗ୍ରୀଷ୍ମ ପ୍ରବାହରୁ ବର୍ତିବା ପାଇଁ ସମସ୍ତ ବ୍ୟବସ୍ଥା ଆପଣ ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ