Before Header

ନବୀନ ନିବାସରୁ ଦୀପାଲିଙ୍କୁ ଡାକରା

0 340

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ତତ୍ପର ହୋଇଉଠିଛି । ଆସନ୍ତା ୨୦ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାରୁ ନବୀନ ନିବାସରୁ ଦୀପାଲି ଦାସଙ୍କ ପାଖକୁ ଡାକରା ଯାଇଛି । ତୁରନ୍ତ ନବୀନ ନିବାସରେ ପହଞ୍ଚô ବିଜେଡି ଟିକେଟ ନେବା ପାଇଁ ପରାମର୍ଶ ଦିଆଯାଇଛି । ନବ ଦାସଙ୍କ ମୃତ୍ୟୁପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି ।

ଜୀବିତାବସ୍ଥାରେ ନବ ଦାସ ଝିଅ ଦୀପାଲିଙ୍କୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ବାଛି ଥିଲେ । ନବଙ୍କ ସ୍ୱପ୍ନକୁ ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକ ସାକାର କରିଛନ୍ତି । ଉପନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାଲିଙ୍କ ନାମରେ ମୋହର ମାରିଥିଲେ।

Leave A Reply

Your email address will not be published.