Masthead

ଅଳ୍ପକେ ବର୍ତ୍ତିଲେ ୟେଦୁରିପ୍ୱା

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ଅଳ୍ପକେ ବର୍ତ୍ତିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । କର୍ଣ୍ଣାଟକର କଲାବର୍ଗୀର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ହେଲିକପ୍ଟର ଅବତରଣରେ ସମସ୍ୟା ହୋଇ ଦୁର୍ଘଟଣାର ଆଶଙ୍କା ଦେଖାଦେଇଥିଲା। ମଝି ଆକାଶରେ ୟେଦୁରପ୍ପାଙ୍କ ହେଲିକପ୍ଟର କିଛି ସମୟ ପାଇଁ ଦୋହଳି ଯାଇଥିଲା। ହେଲେ ପାଇଲଟ୍‌ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରୁ ହେଲିକପ୍ଟରରେ ଥିବା ସମସ୍ତେ ବଞ୍ଚି ଯାଇଥିଲେ। ହେଲିକପ୍ଟର ତଳେ ଲ୍ୟାଣ୍ଡ କରିବା ପୂର୍ବରୁ ପୁଣିଥରେ ଉପରକୁ ଉଡିଯାଇଥିଲା ହେଲିକପ୍ଟର ।

ବିଏସ୍ ୟେଦୁରପ୍ପାଙ୍କ ହେଲିକପ୍ଟର ଯେତେବେଳେ ଲ୍ୟାଣ୍ଡ କରୁଥିଲା ସେତେବେଳେ ହେଲିକପ୍ଟରର ପଙ୍ଖାର ପବନ କାରଣରୁ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ପ୍ରକୃତରେ ସ୍ଥନୀୟ ପ୍ରଶାସନର ଅବ୍ୟବସ୍ଥା କାରଣରୁ ଏପରି ଘଟିଥିଲା । ପାଇଲଟ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ହେଲିକପ୍ଟରକୁ ତଳେ ଲ୍ୟାଣ୍ଡ କରିବା ବଦଳରେ ପୁଣିଥରେ ଟେକ୍-ଅପ୍ କରିଥିଲେ । ଆଉ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ୟେଦୁରପ୍ପା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି