ମୂର୍ତ୍ତି ନୁହେଁ କଳସରେ ହେବ ଶାନ୍ତି ପୂଜା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ଓ ରାଜ୍ୟ ବାହାରେ ବେଶ ପରିଚିତ ଓଡିଶା ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ରାୟ ମହାଶୟଙ୍କ ରାଜ ପ୍ରାସାଦର ୫୧୪ ବର୍ଷର ଦୁର୍ଗା ପୂଜା । ତେବେ “ରାୟ ମହାଶୟ”ଙ୍କ ପ୍ରସିଦ୍ଧ ଦେବୀ ପୂଜା ପରମ୍ପରା କୁ ଚଳିତ ବର୍ଷ ବି ଭାଙ୍ଗି ଦେଇଛି ମହାମାରୀ କରୋନା । ମୂର୍ତ୍ତି ପରିବର୍ତ୍ତେ କଳସ କରିବ ଶାନ୍ତ ।

ଦେବୀ ଦର୍ଶନ ବଞ୍ଚିତ ହେବେ ଚାରଟି ରାଜ୍ୟର ଲକ୍ଷ ଲକ୍ଷ ଲୋକ । ଦୁର୍ଗା ପୂଜା ଆସିଲେ ଚଳଚଂଚଳ ହୋଇ ଉଠୁଥିଲା ବାଲେଶ୍ଵର ଜିଲ୍ଲା ଲକ୍ଷ୍ମଣ ନାଥ ରାୟ ମହାଶୟ ରାଜ ପ୍ରାସାଦ । କିନ୍ତୁ ଚଳିତ ଦୁଇବର୍ଷ ଧରି ଦେବୀଙ୍କ ପୂଜାରେ ଅଙ୍କୁଶ ଲଗାଇ ଦେଇଛି କରୋନା । ଆଡମ୍ବରରେ ହୋଇପାରୁନି ପ୍ରତିଷ୍ଠିତ ରାୟ ମହାଶୟଙ୍କ ଦେବୀ ପୂଜା । କେବଳ କଳସରେ ହେଉଛି ଶାନ୍ତି ପୂଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ