Masthead

କ୍ୟାପଟେନଙ୍କ ଦ୍ୱାରା ଲଗାଯାଇଥିବା ୧୩ଟି OSD ହଟାଇଲେ ଚନ୍ନୀ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ଆସୁ ଆସୁ ଆକ୍ସନ ମୋଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂହ ଚନ୍ନୀ । ପଞ୍ଜାବ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀଙ୍କ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ନିର୍ଦ୍ଦେଶରେ ୧୩ଟି OSD ହଟାଇ ଦିଆଯାଇଛି । ଅପସାରିତ ଅଧିକାରୀମାନେ ହେଲେ ଓଏସଡି ସାଂସଦ ବଳଦେବ ସିଂହ, କ୍ୟାପଟେନଙ୍କ ଘରେ ନିଯୁକ୍ତ କରାଯାଇଥିବା ରାଜେନ୍ଦ୍ର ସିଂହ ବାଥ, ମୁଖ୍ୟ ଶାସନ ସଚିବ କରମବୀର ସିଂହ, ମେଜର ଅମରଦୀପ ସିଂହ, ଗୁରମେହର ସିଂହ, ଜଗଦିପ ସିଂହ, ଅଙ୍କିତ ବସଲ, ଗୁରୁପ୍ରୀତ ସୋନି ଡେସି, ଅମରପ୍ରତାପ ସିଂହ ଏବଂ ନରିନ୍ଦର ଭାଂମରୀ ।

ଚନ୍ନି ସରକାର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଗୁରୁକେରାଟ କିର୍ପାଲ ସିଂହ ଏବଂ ତେଜବୀର ସିଂହଙ୍କୁ ହଟାଇ ଦେଇଥିବାବେଳେ କ୍ୟାପଟେନଙ୍କ ସହ କାର୍ଯ୍ୟ କରୁଥିବା ଅନେକ ଅଧିକାରୀ ନିଜେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଅଧିକାରୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ସୁରେଶ କୁମାର, ଭରତ ଇନ୍ଦର ସିଂହ ଚହଲ, ରେଭେନ ଥୁକ୍ରାଲ, ଟିଏସ ଶେରଗିଲ, କ୍ୟାପ୍ଟ ସନ୍ଦୀପ ସାନ୍ଧୁ ଏବଂ ଖୁଦି ରାମ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ