Masthead

ସମାଜରେ ସାଇବର କ୍ରାଇମକୁ ଆୟତ୍ତ କରିବା ପାଇଁ କମିଶନରେଟ ପୋଲିସର ଏକ ଭିନ୍ନ ପ୍ରୟାସ

କଟକ(ବଡ଼ ଖବର ବ୍ୟୁରୋ): ଓଲିଉଡ ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଙ୍କ ନିର୍ଦ୍ଦେଶନାରେ କମିଶନରେଟ ପୋଲିସ ପକ୍ଷରୁ ଏକ ସଚେତନ ମୂଳକ ଗୀତ ର ଅଡିଓ ରିଲିଜ୍ ହୋଇଯାଇଛି । ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଦୈତ୍ୟ ନଗରୀ ପୋଲିସ କମିଶନର ଷୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ସାଇବର ସଚେତନତା ଉପରେ ନିଜର ବକ୍ତବ୍ୟ ରଖିଥିଲେ।ତେବେ କମିଶନର ଙ୍କ ସମେତ ଆଡିସନାଲ ଏସିପି ଏବଂ ବିଭିନ୍ନ ଥାନାର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହାପରେ ସାଇବର ସଚେତନତା ନେଇ ଏକ ନାଟକ ପ୍ରଦର୍ଶିତ ହୋଇଥିଲା ଗୀତ ଟିରେ କଣ୍ଠ ଦାନ କରିଛନ୍ତି କମିଶନରେଟ ପୋଲିସ ର ଜୋନ ୫ ଏସିପି କୃଷ୍ଣ ଚନ୍ଦ୍ର ସେଠୀ । ସମାଜରେ ସାଇବର କ୍ରାଇମ କୁ ଆୟତ୍ତ କରିବା ପାଇଁ କମିଶନରେଟ ପୋଲିସ ର ଭିନ୍ନ ଏକ ପ୍ରୟାସ,ବିଭିନ୍ନ ପ୍ରକାର ସଚେତନ ମୂଳକ କଥା ଗୁଡ଼ିକୁ ଗୀତରେ ସଜାଇ ଛନ୍ତି ନିଜେ ଏସିପି କୃଷ୍ଣ ଚନ୍ଦ୍ର ସେଠୀ ତା ସହ ନିଜେ ମଧ୍ୟ କଣ୍ଠ ଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ