Masthead

ସମାଜରେ ସାଇବର କ୍ରାଇମକୁ ଆୟତ୍ତ କରିବା ପାଇଁ କମିଶନରେଟ ପୋଲିସର ଏକ ଭିନ୍ନ ପ୍ରୟାସ

କଟକ(ବଡ଼ ଖବର ବ୍ୟୁରୋ): ଓଲିଉଡ ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଙ୍କ ନିର୍ଦ୍ଦେଶନାରେ କମିଶନରେଟ ପୋଲିସ ପକ୍ଷରୁ ଏକ ସଚେତନ ମୂଳକ ଗୀତ ର ଅଡିଓ ରିଲିଜ୍ ହୋଇଯାଇଛି । ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଦୈତ୍ୟ ନଗରୀ ପୋଲିସ କମିଶନର ଷୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ସାଇବର ସଚେତନତା ଉପରେ ନିଜର ବକ୍ତବ୍ୟ ରଖିଥିଲେ।ତେବେ କମିଶନର ଙ୍କ ସମେତ ଆଡିସନାଲ ଏସିପି ଏବଂ ବିଭିନ୍ନ ଥାନାର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହାପରେ ସାଇବର ସଚେତନତା ନେଇ ଏକ ନାଟକ ପ୍ରଦର୍ଶିତ ହୋଇଥିଲା ଗୀତ ଟିରେ କଣ୍ଠ ଦାନ କରିଛନ୍ତି କମିଶନରେଟ ପୋଲିସ ର ଜୋନ ୫ ଏସିପି କୃଷ୍ଣ ଚନ୍ଦ୍ର ସେଠୀ । ସମାଜରେ ସାଇବର କ୍ରାଇମ କୁ ଆୟତ୍ତ କରିବା ପାଇଁ କମିଶନରେଟ ପୋଲିସ ର ଭିନ୍ନ ଏକ ପ୍ରୟାସ,ବିଭିନ୍ନ ପ୍ରକାର ସଚେତନ ମୂଳକ କଥା ଗୁଡ଼ିକୁ ଗୀତରେ ସଜାଇ ଛନ୍ତି ନିଜେ ଏସିପି କୃଷ୍ଣ ଚନ୍ଦ୍ର ସେଠୀ ତା ସହ ନିଜେ ମଧ୍ୟ କଣ୍ଠ ଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ