Masthead

ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ତରଫରୁ ବାର ଘଣ୍ଟିଆ ନୀଳଗିରି ବନ୍ଦ

 ନୀଳଗିରି (ବଡ଼ ଖବର ବ୍ୟୁରୋ):ତେଜିଲା ନୀଳଗିରି କୁ ଜିଲ୍ଲା ଘୋଷଣା ଦାବି । ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ତରଫରୁ ବାର ଘଣ୍ଟିଆ ନୀଳଗିରି ବନ୍ଦ । ନୀଳଗିରି କୁ ସ୍ୱତନ୍ତ୍ର ଜିଲ୍ଲା ଦାବି ତେଜିଛି ।ଆଜି କ୍ରିୟାନୁଷ୍ଠାନ କମିଟି ତରଫରୁ ବାରଘଣ୍ଟିଆ ନୀଳଗିରି ବନ୍ଦ ଡାକରା ଦିଆଯାଇଛି । ଯାହା ସଫଳତା ର ସହ ମଧ୍ୟ ଚାଲିଛି । ସବୁ ମହଲ ରୁ ସହଯୋଗ ମଧ୍ୟ ମିଳିଛି । ପୂର୍ବରୁ କମିଟି ତରଫରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତ ଙ୍କୁ ପତ୍ର ମାଧ୍ୟମରେ ଆବେଦନ କରାଯାଇଥିଲା । ଆଜି ଏହାକୁ ତୀବ୍ର କରାଯାଇ ହରତାଳ କରାଯାଇ ବାରଘଣ୍ଟିଆ ବନ୍ଦ କରା ଯାଇଛି । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆଗକୁ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି କମିଟି ଚେତାବନୀ ଦେଇଛି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ