Masthead

ବାଖମୁଟରେ ରୁଷର ଦୁଇ କମାଣ୍ଡର ନିହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାରି ରହିଛି ରୁଷ ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ପକ୍ଷର ଅନେକ କ୍ଷତି ହୋଇଛି । କିଛି ଦିନ ତଳେ ୪ଟି ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟରେ ଗୁଳିମାଡ଼ରେ ଧ୍ୱଂସ ହୋଇଥିଲା । ଏବେ ୟୁକ୍ରେନର ବଖମୁଟରେ ଲଢ଼େଇ ବେଳେ ରୁଷ୍‌ର ଦୁଇଜଣ କମାଣ୍ଡର ନିହତ ହୋଇଛନ୍ତି। ଚତୁର୍ଥ ମୋଟରାଇଜଡ୍‌ ରାଇଫଲ ବ୍ରିଗେଡ୍‌ କମାଣ୍ଡର ବ୍ୟାଚେସଲାଭ ମାକାରୋଭ ଏବଂ ଆର୍ମି କର୍ପସ୍‌ର ଡେପୁଟି କମାଣ୍ଡର ୟେ‌ଭଗେନି ବ୍ରୋଭକୋଙ୍କ ମୃତ୍ୟୁ ହୋଇଛି ।

ଯାହା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଡୋନେସ୍କରେ ବଖମୁଟକୁ ନିୟନ୍ତ୍ରଣକୁ ନେବା ପାଇଁ ସଂଘର୍ଷ ବେଳେ ଏମାନଙ୍କର ମୃତ୍ୟୁ ହୋଇଛି।ଏଥିସହିତ ୟୁକ୍ରେନର ପଶ୍ଚିମ‌ରେ ଅବସ୍ଥିତ ସହର ଟର୍ନୋପିଲ୍ ଏବଂ ପୂର୍ବାଞ୍ଚଳରେ ଅବସ୍ଥିତ ସହର ପେଟ୍ରୋପାଭଲିଭକାରେ ରୁଷ୍‌ ସେନାମାନେ ଆକ୍ରମଣକୁ ଜୋରଦାର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ