ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ମନ୍ତ୍ରୀ । ଆମେରିକା ମନ୍ତ୍ରୀ ଜିନା ରାଇମୋଣ୍ଡୋ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାରତକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୁଁ ଶ୍ରେଷ୍ଠ ଭାରତ ଦେଖିଛି । ଏବଂ ମୋଦିଙ୍କୁ ଦୂରଦୃଷ୍ଟିସମ୍ପନ୍ନ ଅବିଶ୍ୱାସନୀୟ ବୋଲି କହିଛନ୍ତି । ଜିନା କହିଛନ୍ତି ମୋଦି ଯେ କୌଣସ କାରଣ ପାଇଁ ହେଉନା କାହିଁକି ବିଶ୍ୱର ଲୋକପ୍ରିୟ ନେତା। ପିଏମ ମୋଦି ଜଣେ ଭିଜନରି ନେତା।

ଆମେରିକାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ଜିନା ରାଇମୋଣ୍ଡୋ କହିଛନ୍ତି, ନିକଟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଛି। ଭାରତବାସୀଙ୍କ ପାଇଁ ତାଙ୍କ ସମର୍ପଣ ଅଦ୍ଭୁତପୂର୍ବ । ସେ ଲୋକଙ୍କୁ ଗରିବ ମୁକ୍ତ କରିବାକୁ ଚାହାଁନ୍ତି ଓ ଦେଶକୁ ଆଗକୁ ବଢାଇ ଅନ୍ତର୍ଜାତୀୟ ସ୍ତରରେ ସଶକ୍ତ କରିବାକୁ ଚାହାଁନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’