Masthead

ଆମକୁ ପ୍ରଧାନମନ୍ତ୍ରୀ ରୂପେ ମୋଦି ଦରକାର

ନୂୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମକୁ ପ୍ରଧାନମନ୍ତ୍ରୀ ରୂପେ ମୋଦି ଦରକାର । ଆମକୁ ନୱାଜ ସରିଫ ଦରକାର ନାହିଁ, ଇମ୍ରାନ ଖାନ୍ ବି ଦରକାର ନାହିଁ । ଆମକୁ ଖାଲି ମୋଦି ଦରକାର । ଏମିତି ହେଲେ ଆମେ ଟମାଟୋ୨୦ ଟଙ୍କାରେ, ଚିକେନ ୧୫୦ ଟଙ୍କାରେ କିଣିବୁ । ଆଉ ଭାରତରୀୟଙ୍କ ପରି ଯେ କୌଣସି ସ୍ଥାନରେ ସମ୍ମାନରେ ବଞ୍ଚିପାରିବୁ । ଏକଥା କହୁଛନ୍ତି ପାକିସ୍ତାନର ଜଣେ ଯୁବକ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ଜଣେ ପାକିସ୍ତାନୀୟ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏଭଳି କିଛି କହିଛନ୍ତି ପାକିସ୍ତାନୀ ଯୁବକ । ଭାରତ ଏବେ ବିଶ୍ୱରେ ୫ ନମ୍ବରରେ ଅଛି । ପ୍ରଥମେ ଭାରତ ସହ ଆମେ ପାକିସ୍ତାନର ତୁଳନା କରୁଥିଲେ କିନ୍ତୁ ଏବେ ଭାରତ ସହ ଆମର କୌଣସି ତୁଳନା ନାହିଁ ବୋଲି କହିଛନ୍ତି ପାକିସ୍ତାନୀ ଯୁବକ । ସେ କହିଛନ୍ତି ଇଶ୍ୱରଙ୍କୁ ଏତିକି ପ୍ରାର୍ଥନା କରୁଛୁ ପ୍ରଧାନମନ୍ତ୍ରୀ ରୂପେ ଆମକୁ ମୋଦି ହିଁ ଆବଶ୍ୟକ । ପ୍ରତ୍ୟକ ପାକିସ୍ତାନଙ୍କ ମନରେ ମୋଦିଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଛି । କିନ୍ତୁ କିଛି ଲୋକ ଏହାକୁ ସର୍ବସାଧାରଣରେ ଏହାକୁ ହୁଏତ ସ୍ୱୀକାର କରିପାରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ