‘ତିନି ପର୍ଯ୍ୟାୟ ନିର୍ବାଚନ ପରେ ଆମେ ପାଖାପାଖି ୨୦୦ରେ ଆସନରେ ଜିତିବୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଗୁରୁବାର ତେଲଙ୍ଗାନାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । କହିଛନ୍ତି,୨୦୨୪ ନିର୍ବାଚନ ହେଉଛି ରାହୁଲ ଗାନ୍ଧୀଙ୍କ ବନାମ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ । ଏହି ନିର୍ବାଚନ ଜିହାଦ ବିରୋଧରେ ଭୋଟ ଅଟେ, ଏହା ବିକାଶର ଭୋଟ ।

ତେଲଙ୍ଗାନାର ଭୋଙ୍ଗୀର ଠାରେ ଆୟୋଜିତ ସାଧାରଣ ସଭାରେ ମହାରାଣା ପ୍ରତାପଙ୍କୁ ସ୍ମରଣ କରି ଅମିତ ଶାହା କହିଛନ୍ତି, ଆଜି ମହାରାଣା ପ୍ରତାପଙ୍କ ଜନ୍ମଦିନ, ଯିଏ ମୋଗଲମାନଙ୍କ ବିରୁଦ୍ଧରେ ଲଢିଥିଲେ। ମୁଁ ତାଙ୍କୁ ନମସ୍କାର କରୁଛି। ଏହି ନିର୍ବାଚନ ହେଉଛି ରାହୁଲ ଗାନ୍ଧୀଙ୍କ ଚାଇନାର ଗ୍ୟାରେଣ୍ଟି ବିରୋଧରେ ମୋଦି ଜୀଙ୍କର ଭାରତୀୟ ଗ୍ୟାରେଣ୍ଟିର ଏକ ନିର୍ବାଚନ। ତିନି ପର୍ଯ୍ୟାୟ ନିର୍ବାଚନ ପରେ ଆମେ ପାଖାପାଖି ୨୦୦ରେ ଆସନରେ ଜିତିବୁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ