Masthead

ମୋଦିଙ୍କ ସଭାରେ ପଞ୍ଚାନନଙ୍କ ଗୀତର କମାଲ…ୱେଲକମ୍ ମୋଦି ଜି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୋଦିଙ୍କ ସଭାରେ ପଂଚାନନଙ୍କ ଗୀତର କମାଲ । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ ଗୀତ ୱେଲକମ ମୋଦି ଜି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଦଳୀୟ ସଭାବେଳେ ରୋଧ ଶୋରେ ଯେଉଁ ଗୀତଟି ସମସ୍ତଙ୍କ ମୁହଁରେ ଗୁଣୁଗୁଣାଉ ଥିଲା ତା’ ହେଉଛି ବିଶିଷ୍ଟ ଗୀତିକାର ତଥା ବିଜେପି ସାଂସ୍କୃତିକ ସେଲର ସଂଯୋଜକ ପଂଚାନନ ନାୟକଙ୍କ ଉପରୋକ୍ତ ଗୀତ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ ସଂଗୀତ ଭାବରେ ଏହି ଗୀତଟି ସେଠାରେ ମାଇକରେ ବାଜିଥିଲା।

ପ୍ରଧାନମନ୍ତ୍ରୀ ଖୋଲା ଜିପରେ ସଭାସ୍ଥଳକୁ ପ୍ରବେଶ କରୁଥିବାବେଳେ ଏହି ଗୀତଟି ଉପସ୍ଥିତ ଲୋକଙ୍କ ଭିତରେ ଏକ ଅଭୁତ ରୋମାଂଚ ଭରିଦେଇଥିଲା। ଆଉ ସଭା ଶେଷରେ ଲୋକେ ଫେରୁଥିବାବେଳେ ଅନେକଙ୍କ ମୁହଁରେ ଏହି ଗୀତଟି ଗୁଣୁଗୁଣୁ ହେବା ଶୁଣାଯାଇଥିଲା। ପଂଚାନନ ନାୟକଙ୍କ ରଚିତ ଓ ନିଦେ୍ର୍ଦଶିତ ଏହି ଗୀତଟିକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।
ସେ ବିଶ୍ୱଗୁରୁ ନୂଆ ସଂପର୍କର
ସେ ସୂତ୍ରଧର ନୂଆ ଭାରତର …
ସେ ବାଜିଗର ଏଇ ରାଷ୍ଟ୍ରର
ସେ ସମ୍ଭବ ଅସମ୍ଭବ
ଯାହା ସେ କହନ୍ତି,
ତାହା ସେ କରନ୍ତି… ୱେଲକମ ମୋଦି ଜି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ