Masthead

ମେଟ୍ରୋର ଭବିଷ୍ୟତ କ’ଣ?

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ମେଟ୍ରୋ ବିବାଦରେ ପଡୁନି ପୂର୍ଣ୍ଣଛେଦ । ଲାଗିଛି ରାଜନୈତିକ ରଙ୍ଗ । ଓଡ଼ିଶା ମେଟ୍ରୋ ଦେଖିବା ପୂର୍ବରୁ ବିରୋଧ-ଶାସକ ହେଉଛନ୍ତି ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ ପରେ ପ୍ରଥମ ପର୍ଯ୍ୟାୟରେ ୨୬ କିମିର ମେଟ୍ରୋ ଲାଇନ ଓ ୨୦ଟି ଷ୍ଟେସନକୁ ନେଇ ନିକଟରେ ଘୋଷଣା କରିଛନ୍ତି ସରକାର ।

ଯାହାକୁ ନେଇ ପୁଣି ଥରେ ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ର ଉଠାଇଛନ୍ତି ପ୍ରଶ୍ନ । ରାଜ୍ୟସରକାରଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର କହିଛନ୍ତି ଯେ ମେଟ୍ରୋ ଚାଲିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଡିପିଆର କେନ୍ଦ୍ର ଠୁ ଆଣିବାକୁ ପଡ଼ିବ। କିନ୍ତୁ ନ ଆଣି କହିଲେଣି ଆମ ପାଖରେ ସବୁ ଅଛି।କୁଆଡୁ ଆଣିଲେ କେଉଁଠୁ ଆଣିଲେ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ସରକାର, ଯଦି ସତ୍ ସାହସ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ