Masthead

ଅଫିମ ଚାଷକୁ ଭଲ ଚିହ୍ନୁଛି ଇସ୍ରୋ

କଟକ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଓ ଅଫିମ ଚାଷ ରୋକିବା ପାଇଁ ନିଆଯାଉଛି ଦୃଢ ପଦକ୍ଷେପ । ଏହି ନିଶାଦ୍ରବ୍ୟ କେଉଁଠି ଚାଷ ହେଉଛି ଜାଣିବା ଲାଗି ଇସ୍ରୋର ସହାୟତା ନିଆଯାଉଛି । ମାତ୍ର ଗଞ୍ଜେଇ ଚାଷ ଅପେକ୍ଷା ଅଫିମ ଚାଷ ସମ୍ପର୍କରେ ଇସ୍ରୋ ଅଧି୍କ ତଥ୍ୟ ଦେଉଛି ବୋଲି ଡିଜି ଅଭୟ କହିଛନ୍ତି ।

ଡିଜି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ମୋଟ୍ ୧୦୫୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଛି । କେପାରାପୁଟ, ମାଲକାନଗିରି ଓ ଗଜପତି ଏସପିଙ୍କ କାର୍ଯ୍ୟକୁ ଡିଜି ପ୍ରଶଂସା କରିଛନ୍ତି । ରାଜ୍ୟରେ ଗଞ୍ଜେଇ ଓ ଡ୍ରଗ୍ସ ଚାଲାଣ ରୋକିବା ଅଭିଯାନରେ ପଡୋଶୀ ରାଜ୍ୟ ଡିଜିପିଙ୍କ ସହ ଆଲୋଚନା କରାଯାଇଛି ବୋଲି ଡିଜି କହିଛନ୍ତି ।

ଇ୍ରାଉନ୍ ସୁଗାର କାରବାରକୁ ନିୟମିତ ମୁକାବିଲା କରିବାରେ ଓଡ଼ିଶା ପୁଲିସ ଢେର ସଫଳତା ପାଇଛି । ଏଭଳି କାରବାର ପଛରେ ସଂଗଠିତ ଗ୍ୟାଙ୍ଗ ବିରୋଧରେ ଓଡ଼ିଶା ପୋଲିସ ଆର୍ଥିକ ତଦନ୍ତ ଜୋରଦାର କରିଛି ବୋଲି ଡିଜି କହିଛନ୍ତି । ସେପ୍ଟେର ସୁଦ୍ଧା ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬କେଜି ଗଞ୍ଜେଇ ଜବତ ହୋଇଥିବା ଡିଜି ସୂଚନା ଦେଇଛନ୍ତିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ