Masthead

ଲୋକ ଯାହା ଚାହୁଁଛନ୍ତି ତାହା ହେଉଛି, ଗମନାଗମନ ପାଇଁ ବସ ଚାହୁଁଥିଲେ ବସ ଦିଆଗଲା: ଅରବିନ୍ଦ ଢାଲି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଶାରେ ସାମ୍ବିଧାନିକ ବ୍ୟବସ୍ଥାରେ ଶାସନ ଚାଲୁନାହିଁ ବୋଲି ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ବିଜେଡ଼ିର ଜବାବ । ଜବାବ ଦେଇଛନ୍ତି, ବିଜେଡି ବିଧାୟକ ଅରବିନ୍ଦ ଢାଲି । କହିଛନ୍ତି, ଲୋକଙ୍କ ପାଇଁ ଯାହା ଭଲ ସରକାର ସେଇଟା କରୁଛନ୍ତି । ବିରୋଧୀ ମାନେ କାହାକୁ ଯାଇ ଭେଟିବେ ସେଇଟା ତାଙ୍କ ଉପରେ ନିର୍ଭର କରେ । କିନ୍ତୁ ଓଡ଼ିଶାରେ ସବୁ ଠିକ୍ ଚାଲିଛି । ଭଲ କାମ ହେଉଛି ଏବଂ ଲୋକ ମାନେ ଖୁସି ଅଛନ୍ତି । ସରକାରଙ୍କ ଉପରେ ଲୋକଙ୍କ ବହୁତ ଭରଷା ଅଛି । ଲୋକ ଯାହା ଚାହୁଁଛନ୍ତି ତାହା ହେଉଛି । ଲୋକମାନେ ଗମନାଗମନ ପାଇଁ ବସ ଚାହୁଁଥିଲେ, ବସ ଦିଆଗଲା । ନିର୍ବାଚନ ଦୃଷ୍ଟିରୁ ନୁହେଁ, ବହୁତ ଆଗରୁ ବସ ଚାଲିବା ପାଇଁ ସରକାର ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ