Masthead

ବାତ୍ୟାକୁ କେଉଁଠି କଣ କୁହାଯାଏ? ଏବଂ କେଉଁବାତ୍ୟାରେ ହୋଇଥିଲା ସର୍ବାଧିକ କ୍ଷୟକ୍ଷତି?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୃଥିବୀ ଗୋଲାର୍ଦ୍ଧର ମଝି ଭାଗରେ ଥିବା ମହାସାଗର ମାନଙ୍କରେ ହିଁ ସାଧାରଣତଃ ବାତ୍ୟା ଦେଖିବାକୁ ମିଳେ । ତେବେ ଏହାର କିନ୍ତୁ ଭିନ୍ନ ଭିନ୍ନ ନାଁ ରହିଛି । ଭାରତ ମହାସାଗରରେ ଦେଖାଦେଉଥିବା ବାତ୍ୟାକୁ ସାଇକ୍ଲୋନ କୁହାଯାଏ । ସେହିପରି ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବା ସାଉଥ ଚାଇନା ସମୁଦ୍ରରେ ଦେଖାଦେଉଥିବା ଘୂର୍ଣ୍ଣିବଳୟକୁ ଟାଇଫୁନ କୁହାଯାଇଥାଏ । ଆଟଲାଣ୍ଟିକ ଏବଂ ଉତ୍ତର ପୂର୍ବ ଦେଶ ଗୁଡ଼ିକରେ ଘୂର୍ଣ୍ଣିବଳୟ ଏହାକୁ ହରାଇକେନ କୁହାଯାଏ । ତେବେ ୨୦୧୯ରେ ଭାରତରେ ୧୨ଟି ଡିପ୍ରେସନ, ୧୧ଟି ଡିପ ଡିପ୍ରେସନ, ୮ଟି ସାଇକ୍ଲୋନିକ ଷ୍ଟର୍ମ, ୬ଟି ସିଭିଅର ସାଇକ୍ଲୋନିକ ଷ୍ଟର୍ମ, ୬ଟି ଏକ୍ସେଟ୍ରେମଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମ । ଗୋଟିଏ ସୁପର ସାଇକ୍ଲୋନିକ ଷ୍ଟର୍ମ ହୋଇଥିଲା । ଯାହାକି ଭାରତ ମହାସାଗରରେ ହୋଇଥିବା ସବୁଠାରୁ ଅଧିକ ବାତ୍ୟା ହୋଇଥିବା ବର୍ଷ ମଧ୍ୟରେ ତୃତୀୟ ।

ତେବେ ୧୯୭୦ରେ ହୋଇଥିବା ବାତ୍ୟାରେ ରେକର୍ଡ଼ ସଂଖ୍ୟକ କ୍ଷୟକ୍ଷତି ଓ ମୃତ୍ୟୁ ହୋଇଥିଲା । ଉତ୍ତର-ପୂର୍ବ ଭାରତ ମହାସାଗରରେ ଏହି ବାତ୍ୟା ଦେଖାଦେଇଥିଲା । ପୂର୍ବ ପାକିସ୍ତାନ ବା ଏବେର ବାଲାଂଦେଶ ରେ ଲ୍ୟାଣ୍ଡଫଲ କରିଥିଲା ଏହି ବାତ୍ୟା । ଯାହାର ନାଁ ଥିଲା ଭୋଲା । ଏଥିରେ ପାଖାପାଖି ୫ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ଏହି ବାତ୍ୟାରେ ଘଣ୍ଟାପ୍ରତି ୧୮୫କିଲୋମିଟର ବେଗରେ ପବନ ମଧ୍ୟ ବହିଥିଲା । ଉନ୍ନତ ଜ୍ଞାନକୌଶଳର ଅଭାବ କାରଣରୁ ଏତେ ସଂଖ୍ୟକ କ୍ଷୟକ୍ଷତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି