Masthead

କିଏ ଅବଦୁଲ ଘନି? ଆଫଗାନରେ ଗଢ଼ିବ ସରକାର…

(ବଡ଼ ଖବର ବ୍ୟୁରୋ): ଅବଦୁଲ ଘନି ବରାଦର କିଏ ? ପାକିସ୍ତାନର ମଦ୍ରାସାରୁ ଜନ୍ମ ନେଇଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ଆଫଗାନିସ୍ତାନରେ ସରକାର ଗଢିବାକୁ ଯାଉଛି । ଏହି ଆତଙ୍କବାଦୀ ସଙ୍ଗଠନର ପ୍ରତିଷ୍ଠାତା ହେଉଛନ୍ତି ଅବଦୁଲ ଘନି ବରାଦର । ସେ ଆଫଗାନିସ୍ତାନର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ତାଙ୍କ ନେତୃତ୍ୱରେ ଆଫଗାନିସ୍ତାନରେ ଦୀର୍ଘ ବର୍ଷ ଧରି ଆତଙ୍କ ରଚା ଯାଇଛି । ତାଙ୍କ ସମର୍ଥକମାନେ ମଣିଷ ରକ୍ତରେ ହୋଲି ଖେଳିବାକୁ ବେଶ ଭଲ ପାଆନ୍ତି ।

ଆଫଗାନିସ୍ତାନର ଭର୍ଚୁଗାନ ପ୍ରଦେଶରେ ୧୯୬୮ରେ ଜନ୍ମ ହୋଇଥିବା ଅବଦୁଲ ଘନି ବରାଦର ୧୯୮୦ରେ ସୋଭିଏତ-ଆଫଗାନ ଯୁଦ୍ଧରେ ସକ୍ରିୟ ଭୂମିକା ତୁଲାଇଥିଲେ । ପରେ ୧୯୯୨ରେ ବରାଦର ଏକ ମଦ୍ରାସା ଖୋଲିଥିଲେ । ଏହି ମଦ୍ରାସା ଅନେକ ଆତଙ୍କବାଦୀଙ୍କୁ ଜନ୍ମ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି