Masthead

ଫିଲ୍ମର ବାଦଶାହ, ପଲିଟିକ୍ସରେ ଫେଲ; କାହିଁକି ରାଜନୀତିରୁ ଦୂରେଇ ଗଲେ ଅମିତାଭ ବଚ୍ଚନ୍?

https://youtube.com/@BadakhabarTv?si=jsPqMT1TLJvwO5xg

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫିଲ୍ମର ବାଦଶାହ, ପଲିଟିକ୍ସରେ ଫେଲ । ଜିତିଲେ ତଥାପି ଛାଡିଦେଲେ ରାଜନୀତି । ଆସାମରୁ ଆସିଲା ଚିଠି, ଅଟକି ଗଲେ ଅମିତାଭ । କାହାଣୀ ୮୦ ଦଶକର ଯାହା ରାଜୀବ ଗାନ୍ଧୀଙ୍କ ସହ ତୁଟାଇ ଦେଲା ସମ୍ପର୍କ । ବୋଫୋର୍ସ ପାଇଁ ବଦନାମ ହେଲେ ଶତାବ୍ଦୀର ମହାନାୟକ । ଶତାବ୍ଦୀର ମହାନାୟକ ବିଗ ବି ଅମିତାଭ ବଚ୍ଚନ୍ । ଅଭିନୟ ହେଉ କିମ୍ବା ସାହିତ୍ୟ, ଭାଷା ହେଉ କିମ୍ବା ଭଏସ୍ । ତାଙ୍କର ସବୁ ଅନ୍ଦାଜ୍ ନିଆରା । ଜଣେ ସଫଳ ସୁପରଷ୍ଟାର ଭାବେ ସେ ଏକ ଟ୍ରେଣ୍ଡ ସେଟ କରିଥିବା ବେଳେ ରାଜନୈତିକ କ୍ୟାରିୟରରେ ମଧ୍ୟ ଅର୍ଜନ କରିଥିଲେ ସମାନ ଭଲପାଇବା । ତେବେ କାହିଁକି ରାଜନୀତିରୁ ଦୂରେଇ ଗଲେ ଅମିତାଭ? ଏବେ ବି ଅନେକ ଲୋକ ଏହାର କାରଣ ଜାଣିନାହାନ୍ତି । ପୂରା ଖବର ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ