Before Header

ବାହାନଗାରେ ସିବିଆଇ ଟିମ

0 14

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):  ବାହାନଗା ଟ୍ରେନ ଟ୍ରାଜେଡି ବାଲେଶ୍ୱରରେ ସିବିଆଇ ଟିମ । ଦୁର୍ଘଟଣାସ୍ଥଳରେ ତଦନ୍ତ କରୁଛି ସିବିଆଇ ଟିମ । ୨ରୁ ଅଧିକ ସିବିଆଇ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ।

Leave A Reply

Your email address will not be published.