Masthead

ମହିଳା ମାନେ ସମୁଦ୍ର ଭଳି ଧର୍ଯ୍ୟଶୀଳ;ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ସ୍ୱତନ୍ତ୍ର ସଂସଦ ଅଧିବେଶନର ତୃତୀୟ ଦିନ ।ନୂଆ ସଂସଦ ଭବନରେ ଲୋକସଭା ଅଧିବେଶନ ଆରମ୍ଭ ।୭ ଘଣ୍ଟା ଧରି ଚାଲିବ ଆଲୋଚନା । ସଭା ଆରମ୍ଭ କଲେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଲୋକସଭାରେ ମହିଳା ବିଲକୁ ନେଇ ବିତର୍କ । ସାରା ମହିଳା ସଶକ୍ତି କରଣ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବିଲ୍ । ବିଲକୁ ସମର୍ଥନ କରୁଛୁ କହିଲେ ସୋନିଆ ଗାନ୍ଧୀ । ଚର୍ଚ୍ଚାରେ ସୋନିଆ ଗାନ୍ଧୀଙ୍କ ବ୍ୟକ୍ତବ୍ୟ । ‘ଲୋକସଭାରେ ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ । ପୁର୍ବରୁ ରାଜିବ ଗାନ୍ଧୀ ମହିଳା ସଂରକ୍ଷଣ ବିଲ ଆଣିଥିଲେ । ବିଲ ସମର୍ଥନରେ ମୁଁ ଠିଆ ହୋଇଛି । ମହିଳା ମାନେ ସମୁଦ୍ର ଭଳି ଧର୍ଯ୍ୟଶୀଳ । ବିଲ ପାରିତ ହେଲେ ରାଜୀବଙ୍କ ସ୍ୱପ୍ନ ସାକାର ହେବ । ବିଲରେ OBC, ST ମାନଙ୍କୁ ସାମିଲ କରାଯଉ । ୧୩ ବର୍ଷ ହେଲା ମହିଳା ମାନେ ଅପେକ୍ଷା କରିକହିଛନ୍ତି । ଖୁବ ଶ୍ରୀଘ୍ର ଏହି ବିଲ ଲାଗୁ ହେବ ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା