Masthead

ତୁମେ ମୋ ପସନ୍ଦ ନୁହଁ: ଡ୍ରିମଗାର୍ଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଡ୍ରିମ ଗାର୍ଲ ହେମା ମାଲିନ । ନାଁ ଯେମିତି ରୁପ ମଧ୍ୟ ସେମିତି । ତାଙ୍କର ଷ୍ଟାଇଲ ଓ ଅଭିନୟରେ ମତୱାଲା ହୁଅନ୍ତି ସମସ୍ତ ଦର୍ଶକ। ତାଙ୍କର ଚୁଲବୁଲି ଅନଦାଜରେ ଖାଲି ଧର୍ମେନ୍ଦ୍ର ନୁହେଁ, ତାଙ୍କ ପ୍ରେମରେ ପୂରା ବି-ଟାଉନ ବି ଉବୁଟୁବୁ ହେଉଥିଲା। ଜିତେନ୍ଦ୍ର ଓ ସଂଜୀବ କୁମାରଙ୍କ ସହ ଅଭିନେତା ରାଜକୁମାର ବି ତାଙ୍କୁ ନିଜ ଜୀବନସାଥୀ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଥିଲେ ।

ଏପରିକି ହେମାଙ୍କ ନିକଟତର ହେବା ପାଇଁ ସେ ୧୯୯୧ରେ ମୁକ୍ତିଲାଭ କରିଥିବା ‘ଲାଲ୍ ପଥରଦ’ ଫିଲ୍ମରୁ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କୁ ହଟାଇ ଦେଇଥିଲେ। ବଡ଼ ପରଦାରେ ମୁକ୍ତିଲାଭ କରିବାଥିବା ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁ ଥିଲା । ଏହା ପରେ ଗୋଟିଏ ଭଲ ଦିନ ଦେଖି ହେମାଙ୍କୁ ପ୍ରେମ ନିବେଦନ କରିଥିଲେ ରାଜକୁମାର। କିନ୍ତୁ ହେମା କ୍ଷଣିକରେ ତାଙ୍କ ପ୍ରସ୍ତାବକୁ ମନା କରିଦେଇଥିଲେ । ସେ ତାଙ୍କର ପସନ୍ଦ ନୁହନ୍ତି ବୋଲି ରୋକଠୋକ୍‌ କହିଥିଲେ ହେମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ