Masthead

ଇତିହାସ ରଚିଛନ୍ତି ୟୁଟୁବର ଏଲଭିଶ ଯାଦବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଲଭିଶ ଯାଦବ ଏବଂ ତାଙ୍କ ଫ୍ୟାନ୍ସମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। ବିଗ ବସ୍ ଓଟିଟି-୨ର ବିଜେତା ଏଲଭିଶ ଇତିହାସ ସୃଷ୍ଟି କରିଛନ୍ତି । ଗତ ୧୬ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଘଟିଛି, ଯେ ୱାଇଲ୍ଡ କାର୍ଡରେ ଆସିଥିବା ପ୍ରତିଯୋଗୀ ବିଜେତା ହେବେ । ମାତ୍ର ଏଲଭିଶ ଏହାକୁ ଭୁଲ ପ୍ରମାଣ କରିଛନ୍ତି ଏବଂ ବିଜେତାର ମୁକୁଟ ପିନ୍ଧିଛନ୍ତି । ଏଲଭିଶଙ୍କ ଜିତିବା ନେଇ ତାଙ୍କ ଫ୍ୟାନ୍ସ ଏବଂ ପରିବାରବାସୀ ଅତ୍ୟନ୍ତ ଖୁସି ଥିବା ଜଣା ପଡୁଛନ୍ତି । ସମସ୍ତେ ଏହାକୁ ଏକ ଉତ୍ସବ ରୂପେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ଏଲଭିଶଙଯକ ବିଜୟ ପାଳନ କରୁଛନ୍ତି । ଏହି ‘ଶୋ’ରେ ତାଙ୍କ ସହ ୟୁଟୁବର ଫୁକରା ଇନ୍ସାନ ଓ ଇନଫ୍ଲୁଏନ୍ସର ମନିଷା ରାନୀ ମଧ୍ୟ ଥିଲେ । ବିଜେତା ହେବା ପରେ ଏଲଭିଶଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ ସୁନ୍ଦର ଟ୍ରଫି ପୁରଷ୍କାର ସ୍ୱରୁପ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା