Masthead

ନୟାଗଡ଼ ଆଗରେ, ବୌଦ୍ଧ-ଗଜପତି ପଛରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟରେ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ବିଜ୍ଞାନରେ ୯୨୯୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳ ୭୮ ହଜାର ୯୩୮ ପାସ କରିଛନ୍ତି । ପାସ ହାର ରହିଛି ୮୪.୯୩ । ସେହିପରି ବାଣିଜ୍ୟରେ୨୪ ହଜାର ୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳ ୧୯ ହଜାର ୫୩୬ ଜଣ ପାସ କରିଛନ୍ତି ।

ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ ଜିଲ୍ଲା ସବୁଠୁ ଭଲ ପ୍ରଦର୍ଶନ କରିଛି । ବିଜ୍ଞାନରେ ଜିଲ୍ଲାର ପାସହାର ୯୬.୪୧ ପ୍ରତିଶତ ଥିବାବେଳ ବାଣିଜ୍ୟରେ ୯୩.୯ ପ୍ରତିଶତ ପାସହାର ରହିଛି । ଅନ୍ୟପକ୍ଷରେ, ବୌଦ୍ଧ ଓ ଗଜପତି ଜିଲ୍ଲା ଖରାପ ପ୍ରଦର୍ଶନ କରିଛନ୍ତି । ଏଥର ମଧ୍ୟ ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ରହିଛନ୍ତି । ଝିଅଙ୍କ ପାସ ହାର ୮୫.୬୭ ରହିଥିବାବେଳ ପୁଅଙ୍କ ପାସ ହାର ୮୪.୨୮ ପ୍ରତିଶତ ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ଝିଅ ଆଗରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା’ 🔴 ସର୍ପ ବନ୍ଧନରେ କୃଷ୍ଣ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା’ 🔴 ସର୍ପ ବନ୍ଧନରେ କୃଷ୍ଣ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି