Masthead

ଇମ୍ରାନ ଖାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରୁଜୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇମ୍ରାନ ଖାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରୁଜୁ । ପିଟିଆଇ ନେତା ତଥା ପୁର୍ବତ୍ତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ତାଙ୍କର ଏକ ଡ଼ରଜନରୁ ଅଧିକ ସମର୍ଥକଙ୍କ ବିରୋଧରେ ପୋଲିସ ରୁଜୁ କରିଛି ଆତଙ୍କବାଦ ମାମଲା । କୋର୍ଟ ପରିସରରେ ସୁରକ୍ଷାକର୍ମୀ ଓ ଟିଆଇ ସମର୍ଥକଙ୍କ ମଧ୍ୟରେ ହୋଇଥିବା ତୁମୁଳକାଣ୍ଡକୁ ଗୁରୁତର ସହ ନେଇଛି ପୋଲିସ । ଏହି ଘଟଣାରେ ୨୫ ଜଣ ସୁରକ୍ଷାକର୍ମୀ ଆହାତ ହୋଇଛନ୍ତି ।

ଆକ୍ସନ ମୋଡ଼ରେ ପାକିସ୍ତାନ ପୋଲିସ ଇମ୍ରାନ ଖାନଙ୍କ ଘର ଉଚ୍ଛେଦ କରିଛି । ଇମ୍ରାନ ଖାନଙ୍କୁ ସୁରକ୍ଷା ଦେଇ ଆସୁଥିବା ତାଙ୍କ ସମର୍ଥକ ମାନଙ୍କୁ ମଧ୍ୟ ସେଠାରୁ ଡଟାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ